ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ୧୯୭୨ ମାଟ୍ରିକ ବ୍ୟାଚ୍ ର ବନ୍ଧୁ ମିଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ବନଦୁର୍ଗା ମନ୍ଦିର ପ୍ରାଙ୍ଗଣ ଠାରେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ୧୯୭୨ ମାଟ୍ରିକ ବ୍ୟାଚ୍ ର ଏକ ସମ୍ବର୍ଦ୍ଧନା ସଭା ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।   ଈଂ. କାଳୀ ପାତ୍ର ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ରୂପେ…

 କାଳଜୟୀ ପ୍ରଜ୍ଞା ପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ୧୫୮ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳା ଦୋଳ ଉତ୍ସବ ଓ ଦୋଳବନ୍ଧ ଉନ୍ନୟନ କମିଟି ଆନୁକୂଲ୍ୟରେ କାଳଜୟୀ ପ୍ରଜ୍ଞା ପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ୧୫୮ଜୟନ୍ତୀ ଦୋଳ ଉତ୍ସବ ମଣ୍ଡପ ଠାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ମୁଖ୍ୟ…

ଜାତୀୟ ଯୁବ ଦିବସ, ସ୍ବାମୀ ବିବେକାନନ୍ଦ ଜୟନ୍ତୀ ପାଳିତ ।

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପଣ୍ଡାପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଜି "ଜାତୀୟ ଯୁବ ଦିବସ ବା ସ୍ବାମୀ ବିବେକାନନ୍ଦ "ଙ୍କ ୫୭ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଧାନ ଶିକ୍ଷକ ସୁବାସ…

ଆରମ୍ଭ ହେବ ପ୍ରବଳ ପ୍ରତାପୀ କଂସ ମହାରାଜଙ୍କ ରାଜୁତି 

 ତାଲପାଲି ପାଲଟିବା ମଥୁରା, ଖୁଣ୍ଟପାଲି ସାଜିବ ଗୋପପୁର   ଜଣାଶୁଣା ମଂଚ କଳାକାର କଳାକାହ୍ନୁଙ୍କୁ କଂସ ଭାବେ କରାଗଲା ବରଣ  ଗାଇସିଲେଟ/କେଦାର ନାଥ ସାହୁ:ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ତାଲପାଲିର ୩୬ତମ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ପାଇଁ  କଂସ ବରଣ ସଂପୂର୍ଣ୍ଣ ହୋଇଯାଇଛି । ପୁଣି…

ମିଠାପାଲି ପଞ୍ଚାୟତ ସ୍ତରୀୟ ଯାଦବ ସମାଜ ବୈଠକ

ପଦ୍ମପୁର,: ପାଇକମାଲ ବ୍ଳକ ମିଠାପାଲି ଗ୍ରାମ ପଞ୍ଚାୟତ ସ୍ତରୀୟ ଯାଦବ ସମାଜ ଏକ ସଭା ଗୁରୁଣ୍ତା ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ କାହ୍ନୁ ବାଗ ସଭାପତିତ୍ବ କରିଥିବା ବେଳେ ସଭାରେ ପାଞ୍ଚୟତ ସ୍ତରୀୟ ନୁତନ କର୍ମକର୍ତ୍ତା ମନୋନୀତ ଓ ବାର୍ଷିକ ଆୟ ବ୍ଯୟ ଉପସ୍ଥାପନ କରିଥିଲେ । ମିଠାପାଲି…

ଅନୁଭୂତି ଆଉ ଅନୁଭବ ହାସଲ ସହ ଭାବନାର ଆଦାନ ପ୍ରଦାନ ପାଇଁ  ଏକ୍ସ ପୋଜର ଭିଜିଟ

ପଦ୍ମପୁର(ଶାସକ ପ୍ରଶାସକ) : ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ  ଚୂଡାମଣି ବାରିକ ଙ୍କ ନେତୃତ୍ଵରେ  ଏକ୍ସ ପୋଜର ଟିମ୍  ଝାରବନ୍ଧ ବ୍ଲକ ଅନ୍ତର୍ଗତ ସୂର୍ଯ୍ୟମଣି ପୁର ଓ ଉରେଇଦାଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ପରିଦର୍ଶନରେ ଯାଇଥିଲେ । ଏଥିରେ ପାଇକମାଲ ବ୍ଳକ ର ୧୫ ଟି କ୍ଲଷ୍ଟର ୧୫ ଜଣ…

ସର୍ବ ଭାରତୀୟ ବୋଡାସମ୍ବର କପ କ୍ରିକେଟ: ସେମିରେ ସେଲ ରାଞ୍ଚି 

ସୋମବାର ଦିନ ସୋଲାର କଟକକୁ ଭେଟିବା  ୟୁନିୟନ  ସ୍ପୋର୍ଟିଂ  ପଦ୍ମପୁର(ଶାସକ ପ୍ରଶାସକ):  ବୋଡାସମ୍ବର ସ୍ପୋର୍ଟିଙ୍ଗ ଆନୁକୂଲ୍ୟରେ ପଦ୍ମପୁର ରାଜ ବୋଡ଼ାସମ୍ବର ହାଇସ୍କୁଲ ପଡିଆରେ ଚାଲିଥିବା ୨୬ତମ ସର୍ବ ଭାରତୀୟ ବୋଡାସମ୍ବର କପ୍ କ୍ରିକେଟ୍ ପ୍ରତିଯୋଗିତା ରବିବାର ପ୍ରଥମ ଦିବସରେ ଅନୁଷ୍ଠିତ…

ସୁପର-୩୦ କାର୍ଯ୍ୟକ୍ରମ ପରିଦର୍ଶନ କଲେ ଆକାଂକ୍ଷା ଆସପିରେସନାଲ ଜିଲ୍ଲାର ପ୍ରଭାରୀ ଅଧିକାରୀ ସଞ୍ଜୀବ ଚଢା

ଜିଲ୍ଲାପାଳ ଅନୁପମ ଶାହାଙ୍କ ଅଭିନବ ପରିକଳ୍ପନାକୁ ପ୍ରଭାରୀଙ୍କ ଭୁୟସୀ ପ୍ରସଂଶା ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା  ଭାରତ ସରକାରଙ୍କ ଆକାଂକ୍ଷା ଏସପିରେସନାଲ ଜିଲ୍ଲା ଭାବେ ସାମିଲ ହେବା ପରେ ଜିଲ୍ଲାରେ କଣ ସବୁ କାର୍ଯ୍ୟକ୍ରମ ଚାଲିଛି , ତାହା ଅନୁଧ୍ୟାନ କରିବା…

ସଚେତନତା ହିଁ ଦୁର୍ଘଟଣା ରୋକିପାରିବ : ମନ୍ତ୍ରୀ ପଦ୍ମନାଭ ବେହେରା ।

ସଡକ ସୁରକ୍ଷା ସଚେତନତା ସପ୍ତାହ  ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ ଆଜି ୩୧ ତମ ସଡକ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି । ବୀରମହାରାଜପୁର ଥାନା ପରିସରୁ ଏକ ସଚେତନତା  ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ସ୍ଥାନୀୟ …

 ଅଜଣା ଗାଡି ଧକ୍କାରେ ସ୍କୁଟି ଆରୋହି ମୃତ,  ଜଣେ ଛୋଟ ଛୁଆ ସହ ଆଉ ଜଣେ ଆହତ । 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରୁ ସୁବଳୟା କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଏକତାଲା ଗ୍ରାମ ଠାରେ ଏକ ସଡକ ଦୁର୍ଘଟଣା ଏକ ମୃତ । ସୂଚନା ଅନୁସାରେ ସୁବଳୟା ଥାନା  ଆମ୍ବଶର ଭଟ୍ଟା ଗ୍ରାମର ଦିଲ୍ଲୀପ ଲୁହା( ୩୫)…