ବରଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ନବ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ବରଗଡ :- ବରଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ନବ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆଗାମୀ ସେପଟେମ୍ବର ୧ ତାରିଖ ସନ୍ଧ୍ୟା ୬ଟାରେ ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲଠାରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ରାଜ୍ୟ ଗ୍ରାମ୍ୟ ଉନ୍ନୟନ…

ଜଣକୁ ସପ୍ରେମ ବିଦାୟ ସମ୍ବର୍ଧନା, ଜଣକୁ ସଶ୍ରଦ୍ଧ ସ୍ୱାଗତ

ଏକା ସାଙ୍ଗରେ ଅନୁଷ୍ଠିତ ହେଲା ବିଦାୟ ଓ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ  ନୂଆପଡାକୁ ସହଜରେ ଭୁଲି ହେବନି;କହିଲେ ବିଦାୟୀ ଏସପି ସ୍ମିତ ପି ପରମାର  ନୂଆପଡ଼ା/ଅମିତ ପୁରୋହିତ : ସ୍ଥାନୀୟ ରିଜର୍ଭ ପୋଲିସ ଅଫିସ ନିକଟ ଇଣ୍ଡୋର ଷ୍ଟାଡିୟମ ଠାରେ ପୂର୍ବତନ ଏସ୍ପି ସ୍ମିତ ପି ପରମାର ଙ୍କୁ ବିଦାୟ…

ଭାରତ ସରକାରଙ୍କ ସଂଖ୍ୟାଲଘୁ ମନ୍ତ୍ରାଳୟ ଦ୍ୱାରା ସପ୍ତମ ଆର୍ଥିକ ଜନଗଣନାର ଶୁଭାରମ୍ଭ

ରାୟଗଡା/saroj kumar sahu  –  ଭାରତ ସରକାରଙ୍କ ସଂଖ୍ୟାଲଘୁ ମନ୍ତ୍ରାଳୟ ଦ୍ୱାରା ସପ୍ତମ ଆର୍ଥିକ ଜନଗଣନାର ଶୁଭାରମ୍ଭ ହୋଇଯାଇଅଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଏହାର ଉଦଘାଟନ ଉତ୍ସବ ଅନୁଷ୍ଠିତ  ହୋଇଯାଅଛି । ରାୟଗଡା ଗୋଷ୍ଠୀ  ଉନ୍ନୟନ ଅଧିକାରୀ ରାଜେନ୍ଦ୍ର…

ଇଣ୍ଡିପେଣ୍ଡେନସ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ, ନୂଆପଡ଼ାକୁ ହରାଇ କୋମନା ଚାମ୍ପିୟନ

ନୂଆପଡ଼ା,(ଅମିତ ପୁରୋହିତ); ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ତରବୋଡସ୍ଥିତ ରାଜିବ ଗାନ୍ଧୀ ମିନି ଷ୍ଟାଡିୟମରେ ଚାଲିଥିବା ଦ୍ୱାଦଶ ଇଣ୍ଡିପେଣ୍ଡେନସ କପ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ  ହୋଇଯାଇଛି । ଫାଇନାଲ ମ୍ୟାଚରେ କୋମନା ଦଳ ନୂଆପଡ଼ାକୁ ହରାଇ ଚାମ୍ପୟନ ଆଖ୍ୟା ଅର୍ଜନ କରିଛି । ପୂର୍ବାହ୍ନରେ…

ଆଦାଲତର ନିର୍ଦ୍ଦେଶକୁ ଉଲ୍ଲଙ୍ଘନ ମାମଲାରେ ହାଜର ହେଲେନି ଥାନା ଅଧିକାରିଣୀ 

ବ୍ୟକ୍ତିଗତ ସମ୍ପତ୍ତି ଉପରେ ବଳ ପୂର୍ବକ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ  ବାରିପଦା(ଶାସକ ପ୍ରଶାସକ)- ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଥାନା ଅଧିକାରୀମାନେ ଦିନକୁ ଦିନ ଅଧିକ ସ୍ୱେଚ୍ଛାଚାରୀ ହୋଇପଡ଼ିଥିବାର ପରିଲକ୍ଷିତ ହୋଇଛି । କେଉଁଠି ସ୍ତ୍ରୀ ଜିବୀତ ଥିବା ବେଳେ ନିଦେ୍ର୍ଧାଷ ସ୍ୱାମୀକୁ…

୭ମ ଆର୍ଥିକ  ଜନଗଣନା -୨୦୧୯  ଶୁଭାରମ୍ଭ

        ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଭାରତ ସରକାରଙ୍କ ପରିସଂଖ୍ୟାନ ଓ କାର୍ଯ୍ୟ ସମ୍ପାଦନ କାର୍ଯ୍ୟକ୍ରମ ମନ୍ତ୍ରଣାଳୟ ଆନୁକୂଲ୍ୟରେ , ଜନସେବା କେନ୍ଦ୍ରର ଇ-ଗଭର୍ଣ୍ଣାନସ ସର୍ଭିସ ଇଣ୍ଡିଆ ଲିମିଟେଡ଼…

ବାଲ୍ୟ ବିବାହ ନିରୋଧୀ ସଚେତନତା

ନୂଆପଡ଼ା(ଅମିତ ପୁରୋହିତ); ସଦର ବ୍ଲକ ବୁଢିପାଲି ପଂଚାୟତ ଅର୍ନ୍ତଗତ ଜାଙ୍ଗୁଲା ଓ ଡୁମେରପାଣି ପଂଚାୟତର ହଲଦୀ ଗାଁରେ ବାଲ୍ୟ ବିବାହ ନିରୋଧୀ ଓ ଯୌନ  ପ୍ରଜନନ ସ୍ୱାସ୍ଥ୍ୟ ଅଧିକାର ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଆଶା ଓଡିଶା ସଂଗଠନର ଅନନ୍ୟା ପ୍ରକଳ୍ପ ସଂଯୋଜକ ସଂଜୀବ…

୩୭୦ ଧାରା ଉଚ୍ଛେଦ ପ୍ରସଙ୍ଗ: ସେପ୍ଟେମ୍ବର ୧ରୁ ବିଜେପିର ଦେଶବ୍ୟାପୀ ଜନ ସମ୍ପର୍କ ଓ ଜନ ଜାଗରଣ ଯାତ୍ରା –…

• ୩୭୦ ଧାରା ସମ୍ପର୍କରେ ସୂଚନା ଏବଂ ଧାରା ଉଚ୍ଛେଦ ପରବର୍ତୀ ପରିବର୍ତନକୁ ଦେଶର ପ୍ରତ୍ୟେକ ଲୋକଙ୍କ ନିକଟରେ ପହଁଚାଯିବ • ଜନଜାଗରଣ ଅଭିଯାନରେ ଦେଶର ସମସ୍ତ ରାଜ୍ୟର ରାଜଧାନୀରେ ୩୫ଟି ବଡ ଜନସଭା ଆୟୋଜନ କରାଯିବ •ଦେଶର ପ୍ରତ୍ୟେକ ନାଗରିକଙ୍କୁ ଧାରା ୩୭୦ ଦ୍ୱାରା ଦେଶ ଏବଂ…

ଚାଷ କାମ ଯାହାର କେତେ ଦୁଖ ତାହାର

ବଢୁଛି ଚାଷୀଙ୍କ ଅସନ୍ତୋଷ, ତେଜୁଛି ଆନ୍ଦୋଳନ  ଉଦାସୀନତା ପ୍ରତିବାଦରେ କାଲି ଚାଷୀ ଘେରିବେ ସମବାୟ ସମିତି ଓ ଆରଆଇ କାର୍ଯ୍ୟାଳୟ  ଜାମସେଠ:-(ରାଜେନ୍ଦ୍ର କୁମାର ପ୍ରଧାନ):- ପିଲା ଦିନେ ପଢ଼ା ହେଉଥିଲା "ଚାଷ କାମ ଯାହାର କେତେ ସୁଖ ତାହାର, ସେହି ସିନା ଦୁନିଆକୁ ଯୋଗାଉଛି ଆହାର |"  ହେଲେ…

ଶ୍ରୀ ରଘୁନାଥଙ୍କ କାଳୀୟଦଳନ ଏକାଦଶୀ ନୀତି ପାଳିତ

 ଓଡ଼ଗାଁ,(ଶ୍ରୀକାନ୍ତ  ମିଶ୍ର) ପବିତ୍ର ଭାଦ୍ରବ କୃଷ୍ଣପକ୍ଷ ତିଥିରେ ଶ୍ରୀରଘୁନାଥ ଜିଉଙ୍କ କାଳୀୟଦଳନ ଏକାଦଶୀ  ନୀତି ସଂପନ୍ନ ହୋଇଛି । ସକାଳୁ ବର୍ଷା ଲାଗିରହିଥିବା ସତ୍ୱେ ଶ୍ରୀଜିଉଙ୍କ ଦର୍ଶନ ପାଇ ସାନିଧ୍ୟ ଲାଭ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଥିଲା । ସନ୍ଧ୍ୟାରେ ସମସ୍ତ…