ମାତୃ ଓ ଶିଶୁମୃତ୍ୟୁ ହ୍ରାସ ନିମନ୍ତେ “ସମ୍ପୂର୍ଣ୍ଣା”କୁ କରାଯିବ ଅଧିକ କ୍ରିୟାଶୀଳ
୨୦୨୦ ସୁଦ୍ଧା ନବଜାତକ ମୃତ୍ୟୁ ସଂଖ୍ୟା ୩୦କୁ ହ୍ରାସ କରିବାଲାଗି ଲକ୍ଷ୍ୟ
୨୦୩୦ ସୁଦ୍ଧା ପ୍ରସୂତି ମୃତ୍ୟୁହାର ପ୍ରତି ଏକ ଲକ୍ଷରେ ୭୦ରେ ପହଞ୍ଚାଇବାକୁ ଲକ୍ଷ୍ୟଧାର୍ଯ୍ୟ
ଭୁବନେଶ୍ୱର, (ଶାସକ ପ୍ରଶାସକ): ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁ ହାର ହ୍ରାସ ଲାଗି କାର୍ଯ୍ୟକାରୀ ହେଉଥିବା…