ଲଇକେରାରେ ବିକାଶ ପ୍ରକଳ୍ପକୁ ବିଧାୟକଙ୍କ ଗୁରୁତ୍ୱ
ଏକାଧିକ ସଡ଼କ ନିର୍ମାଣର ଶିଳାନ୍ୟାସ, ହାତୀଆନାଳା ଡ୍ୟାମ୍ ଉନ୍ନତିକରଣ କାର୍ଯ୍ୟର କଲେ ସମୀକ୍ଷା
ଝାରସୁଗୁଡ଼ା: ଗ୍ରାମାଞ୍ଚଳରେ ଉନ୍ନତ ଗମନାଗମନ ବ୍ୟବସ୍ଥା ସହ ଭିତ୍ତିଭୂମିର ବିକାଶକୁ ଗୁରୁତ୍ୱ ଦେଇ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଲଇକେରା ବ୍ଲକ ଗସ୍ତ କରି ବିଭିନ୍ନ ବିକାଶମୂଳକ!-->!-->!-->…