ଏମିତି ବି ମରଣ ଆସେ
କାମ କରିବାକୁ ତାମିଲନାଡୁ ଯାଉଥିଲେ, ଟ୍ରେନରେ କଟି ଯୁବକଙ୍କ ମୃତ୍ୟୁ
ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଚରଦାପଲି ଗ୍ରାମପାୟତର ଗୁଣ୍ଡିଚାଡିହି ଗ୍ରାମର ପିଣ୍ଟୁ ମିର୍ଧା (25) କମକରିବା ପାଇଁ ଅନ୍ୟ 6 ଜଣଙ୍କର ସହିତ ତାମିଲନାଡୁ ଯାଉଥିବା ସମୟରେ ବିଜୟନଗରମ ନିକଟରେ ଟ୍ରେନରୁ ପଡିଯିବା…