ବାରିପଦା-(ଦିଲ୍ଲୀପ ମହାନ୍ତି) :- ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣିରେଞ୍ଜ ତାଟୋ ବାର୍ହାପାଣପୋଷି ଗ୍ରାମରେ କାଠ ଚୋରୀ ଘଟଣାକୁ କେନ୍ଦ୍ରକରି ଫରେଷ୍ଟ ଗାର୍ଡ କବିତା ବେହେରା ୬୫ ବର୍ଷର ବୃଦ୍ଧା ଦ୍ରୌପଦୀ ପୂର୍ତ୍ତି ଏବଂ ତାଙ୍କ ଗର୍ଭବତୀ ନାତୁଣୀ ଶୁକମତୀ ଗୋଇଆଙ୍କୁ ମାଡ ଘଟଣାରେ ଆଜି କରଞ୍ଜିଆ ବନଖଣ୍ଡ ଅଧିକାରୀ ପ୍ରସନ୍ନ ବେହେରା ଫରେଷ୍ଟ ଗାର୍ଡ କବିତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଇଛନ୍ତି । ଏଥି ସହିତ ଗର୍ଭବତୀ ଶୁକମତୀ ସନ୍ତାନ ପ୍ରସବ ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ଗାର୍ଡ କବିତାଙ୍କୁ ଉଠାଇବା ନିମନ୍ତେ ପରାମର୍ଶ ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.