ବୀର ସୁରେନ୍ଦ୍ର ସାଏ ଆଞ୍ଚଳିକ ସଂଘ ସାମୟିକ ଭାବେ ଭଙ୍ଗ : ଦି ମାସ ଭିତରେ ହେବ ଗଠିତ
ରେଙ୍ଗାଲି,ସମ୍ବଲପୁର(ରମାକାନ୍ତ ବିଶ୍ବାଳ ) ରେଙ୍ଗାଲି ବ୍ଲକ ଆଦିତ୍ୟ ଆଲୁମିନିୟମ କମ୍ପାନୀରେ ଶ୍ରମିକ କଲ୍ୟାଣ, ସ୍ଥାନୀୟ ନିଯୁକ୍ତି, ଅଂଚଳର ପାରିପାର୍ଶିକ ଉର୍ନତି ନେଇ କାର୍ଯ୍ୟ କରୁଥିବା ବୀର ସୁରେନ୍ଦ୍ର ସାଏ ଆଞ୍ଚଳିକ ସଂଘକୁ ଆଜି ଭଙ୍ଗ କରିଦିଆଯାଇଛି l ବୋମାଲୋଇ ଗ୍ରାମ ପଞ୍ଚାୟତ ରାଜୀବ…