କୋମନା ବ୍ଲକରେ ବିଜେଡିର ପଦଯାତ୍ରା
ନୂଆପଡା :- (ଅମିତ ପୁରୋହିତ) ଗତ ଦୁଇ ତାରିଖ ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମ ଦିବସ ରୁ ବିଜୁ ଜନତା ଦଳ ସମଗ୍ର ରାଜ୍ୟରେ ପଦଯାତ୍ରା ର ଆୟୋଜନ କରୁଛି । ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଗୁଡିକୁ ସିଧାସଳଖ ଜନତାଙ୍କର ପାଖକୁ ପହଞ୍ଚାଇବା , ଯୋଜନା ଓ ଯୋଜନା ଗୁଡିକ ବିଷୟରେ…