ଭୋରୁ ଭୋରୁ ଜଳିଗଲା 

0

ବୋୖଦ୍ଧ(ଜଗନ୍ନାଥ ରେଡ଼ୀ) : ବୋୖଦ୍ଧ ଜିଲ୍ଲା ପୁରୁଣାକଟକ ପଂଚାୟତ ସାମ୍ନା ସହିରେ ଥିବା ଲକ୍ଷ୍ମୀଧର ସାହୁଙ୍କ ଘରେ ଅଗ୍ନିକାଣ୍ଡ।ଜଳିଗଲା 6 ବଖରା ଘର ସମେତ ଲକ୍ଷlଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ତେବେ ଭସ୍ମୀଭୂତ ହୋଇଥିବା ସମ୍ପତ୍ତିର ଆନୁମାନିକ ମୂଲ୍ୟ ପ୍ରାୟ 15 ଲକ୍ଷରୁ ଉର୍ଦ୍ଧ ହେବ ବୋଲି ଅଗ୍ନିଶମ ବିଭାଗର କର୍ମଚାରୀ ସୂଚନା ଦେଇଛନ୍ତି। ଆଜି ଭୋର ସକାଳୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ହରଭଙ୍ଗା ଅଗ୍ନିଶମ ବିଭାଗର କର୍ମଚାରୀମାନେ ଆସି ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଂଚି ଅନୁସନ୍ଧାନ ଚଲାଇଛି।

 

Leave A Reply

Your email address will not be published.