ବୈଦେହୀଶ ଭଲିବଲ ଟୁର୍ଣ୍ଣାମେଂଟ ୨୦୨୦ ଉଦ୍ଘାଟିତ : ନୟାଗଡ଼ ସନରାଇଜ ଏବଂ ୭ଷ୍ଟାର ତୁଳସୀପୁର ବିଜୟୀ
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ସ୍ଥାନୀୟ ବୈଦେହୀଶ ପାଠାଗାର ଆନୁକୁଲ୍ୟରେ ଆୟୋଜିତ ବୈଦେହୀଶ ଭଲିବଲ ଟୁର୍ଣ୍ଣାମେଂଟର ଉଦଘାଟନୀ ଅପରାହ୍ନରେ ୨ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ୧ମ ମ୍ୟାଚରେ ନନ୍ଦିଘୋର(ପେଟାପଲ୍ଲୀ)କୁ ୧୪-୧ ଓ ୧୪-୬ ପଏଂଟରେ ହରାଇ ନୟାଗଡ଼ ସନରାଇଜ୍ ବିଜୟ ହାସଲ କରିଥିବା ବେଳେ…