କର୍ତ୍ତବ୍ୟର ଆହ୍ବାନ ଆଗରେ ଫିକା ପଡିଗଲା ସମ୍ପର୍କ  

ଭୁବନେଶ୍ୱର(ଶାସକ ପ୍ରଶାସକ) :  କର୍ତ୍ତବ୍ୟ ଆଗରେ ପରିବାର ଗୌଣ | କର୍ତ୍ତବ୍ୟର ଆହ୍ବାନ ଆଗରେ ସମ୍ପର୍କ ଓ ଭାବପ୍ରବଣତାକୁ ପଛକୁ ଠେଲି ଦେଇ ଆସି ହୁଏ | ଆଉ ଏଭଳି ଉଦାହରଣ ଦେଖିବାକୁ ମିଳିଛି  ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ପ୍ରମୁଖ ଶାସନ ସଚିବ "ନିକୁଞ୍ଜ ବିହାରୀ ଧଳଙ୍କ କ୍ଷେତ୍ରରେ…

କରୋନା ସଚେତନତା :  ଲୋକଙ୍କ ପାଖକୁ ଯାଇ ଲୋକଙ୍କୁ ବୁଝାଇଲେ ସୁଶାନ୍ତ 

ସୋହେଲା :- ବର୍ତ୍ତମାନ ବିଶ୍ୱରେ କରୋନା  ଭୁତାଣୁ କ୍ଷିପ୍ର ଗତିରେ ନିଜ କାୟା ବିସ୍ତାର କରିବାରେ ଲାଗିଛି । ଯାହାଫଳରେ ବହୁ ଧନଜୀବନ ନଷ୍ଟ ହେଇ ସରିଛି ଓ ଆଗକୁ ମଧ୍ୟ ହେବାର ଯଥେଷ୍ଟ ସମ୍ଭାବନା କୁ ଏଡାଇ ଦିଆଯାଇ ନପାରେ । ଏହି ଭୁତାଣୁ କବଳରୁ ଲୋକଙ୍କୁ ରକ୍ଷା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ…

ନଦୀରେ ଭାସୁଥିବା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

 ଶୌଚ ହେବାକୁ ଯାଇ ବୁଡ଼ି ଯାଇଥିବା ସନ୍ଦେହ। ବଡ଼ବିଲ (ଶାସକ ପ୍ରଶାସକ): ବଡ଼ବିଲ କାରୋ ନଦୀରୁ ଭାସୁଥିବା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି ଚଟେଇ ହଟିଂ ଅଂଚଳର ଦାଉଦ୍ ନାଗ । ମଂଗଳବାର ସକାଳ ପ୍ରାୟ ୭ଟା ସମୟରେ ଯୁବକ ଜଣକ ଶୌଚ ହେବା ପାଇଁ କାରୋ ନଦୀକୁ…

ଓଡ଼ିଶାକୁ ଆସୁଥିବା  ସମସ୍ତଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ : ୨୪ ଘଣ୍ଟା ମଧ୍ୟରେ ପଞ୍ଜୀକରଣ କଲେଣି ୧୨୩୯ ଜଣ

୩୨ଟି ନମୁନା ମଧ୍ୟରୁ ୩୧ଟି କରୋନା ନେଗେଟିଭ୍  ଭୁବନେଶ୍ୱର (ଶାସକ ପ୍ରଶାସକ): ବର୍ତ୍ତମାନ ସୁଦ୍ଧା ବିଶ୍ୱର ୧୬୨ଟି ଦେଶରେ ୧,୮୩,୧୧୬ ଜଣ ବ୍ୟକ୍ତି କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି |  ଭାରତରେ ଆଜି ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୧୨୬ ଥିବା ବେଳେ ୩ ଜଣଙ୍କର କରୋନା ଭୂତାଣୁ…

ଔଷଧ ଦୋକାନ ଗୁଡିକ ଉପରେ ନୂଆପଡା ପୋଲିସର ଚଢଉ

ନୂଆପଡା(ଶାସକ ପ୍ରଶାସକ); ଆଜି ନୂଆପଡା ପୋଲିସ ସଦର ଅଞ୍ଚଳରେ ଥିବା ସମସ୍ତ ଔଷଧ ଦୋକାନ ଉପରେ ଚଢଉ କରିଥିଲା । କରୋନା ସତର୍କତା ପାଇଁ  ବ୍ୟବହୃତ ହେଉଥିବା ମାସ୍କ ଓ ସେନିଟାଇଜର ଗୁଡିକ କଳା ବଜାରୀ ରୋକିବା ପାଇଁ ଚଢଉ କରାଯାଇଥିଲା । ସୂଚନା ଅନୁସାରେ ନୂଆପଡା ଏସପି ବିନିତ ଅଗ୍ରୱାଲଙ୍କ…

ଅନୁଗୁଳରେ ପ୍ରତିଷ୍ଠା ହେଉ ଭୁବନେଶ୍ୱର ସିଟିଟିସିର ସଂପ୍ରସାରଣ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ନିତୀନ ଗଡକରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପତ୍ର  ପ୍ରସ୍ତାବିତ କେନ୍ଦ୍ର ନିଯୁକ୍ତିଭିତିକ ଜ୍ଞାନକୌଶଳ ତାଲିମ୍ ପ୍ରଦାନ କରିବ  ଭୁବନେଶ୍ୱର ସିଟିଟିସିର ସଂପ୍ରସାରଣ କେନ୍ଦ୍ର ଯାଜପୁର ଏବଂ ରାୟଗଡାରେ ରହିଛି  ଓଡିଶାର ପ୍ରମୁଖ ଶିଳ୍ପ…

ଆଇସୋଲେସନରେ ଆଇଏଏସ ଭିନୀଲ

http://www.youtube.com/watch?v=yLTwyH3VTbM ଆଇଏଏସ ଭିନୀଲ ବି ପାଳିଲେ କରୋନା ଆଡଭାଇଜୋରି ଭୁବନେଶ୍ୱର (ଶାସକ ପ୍ରଶାସକ) ବିଦେଶରୁ ଗତକାଲି ଫେରିଥିବା ବରିଷ୍ଠ ଆଇଏଏସ ଅଫିସର ଏସ ଭିନୀଲ କୃଷ୍ନା ଅନୁପାଳନ କରିଛନ୍ତି ସରକାରଙ୍କ କରୋନା ଆଡଭାଇଜୋରି | ସେ ଗତକାଲି ବିଦେଶରୁ ଫେରିବା ପରେ…

ଲୋକଙ୍କୁ ସଚେତନ କରାଇଲେ ସବରେଜିଷ୍ଟ୍ରର , ବାଣ୍ଟିଲେ ମାସ୍କ  

ପଦ୍ମପୁର- ସାରା ବିଶ୍ବକୁ କରୋନା ଭୟ ଲାଗି ରହିଛି । ଓଡ଼ିଶା ସରକାର କରୋନା ପାଇଁ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ମାଁ ଗ୍ରହଣ  କରୁଛନ୍ତି । ପଦ୍ମପୁର ସହରର ସବ-ରେଜିଷ୍ଟାର ଅଫିସରେ ଆଜି ପଦ୍ମପୁର ସବରେଜିଷ୍ଟ୍ରର  ଶ୍ରୀମତୀ ସରୋଜିନୀ ପ୍ରସନ୍ନ କୁଲୁ  ଅଫିସ କର୍ମଚାରୀ ତଥା ଜମିବାଡ଼ି…

ଆମେରିକାରୁ ଫେରି ଗଜପତି ସପରିବାର କଲେ ପଞ୍ଜିକରଣ

ଗଜପତି ଅନୁପାଳନ କଲେ ସରକାରଙ୍କ ଦ୍ୱାରା ଜାରି ମାର୍ଗଦର୍ଶିକା   ଭୁବନେଶ୍ୱର (ଶାସକ ପ୍ରଶାସକ)  ଆମେରିକାରେ ବିଭିନ୍ନ ଜଗନ୍ନାଥ ମନ୍ଦିର କାର୍ଯ୍ୟକ୍ରମରେ ଯୋଗଦେଇ ଭୁବବେଶ୍ୱର ପ୍ରତ୍ୟାବର୍ତ୍ତନ କରିବା ପରେ ସରକାରଙ୍କ କରୋନା ଗାଇଡ଼ଲାଇନ ଅନୁଯାୟୀ ନିଜ ନାମ ଓ ପରିବାର ସଦସ୍ୟଙ୍କ ରାଜ୍ୟ…