ଆଇସୋଲେସନରେ ଆଇଏଏସ ଭିନୀଲ

0

http://www.youtube.com/watch?v=yLTwyH3VTbM

ଆଇଏଏସ ଭିନୀଲ ବି ପାଳିଲେ କରୋନା ଆଡଭାଇଜୋରି

ଭୁବନେଶ୍ୱର (ଶାସକ ପ୍ରଶାସକ) ବିଦେଶରୁ ଗତକାଲି ଫେରିଥିବା ବରିଷ୍ଠ ଆଇଏଏସ ଅଫିସର ଏସ ଭିନୀଲ କୃଷ୍ନା ଅନୁପାଳନ କରିଛନ୍ତି ସରକାରଙ୍କ କରୋନା ଆଡଭାଇଜୋରି | ସେ ଗତକାଲି ବିଦେଶରୁ ଫେରିବା ପରେ ତାଙ୍କ ଦେହରେ ସେଭଳି କୌଣସି ଲକ୍ଷଣ ନଥିଲେ ମଧ୍ୟ ସେ କରନା ପୋର୍ଟାଲରେ ପଞ୍ଜିକରଣ କରିବା ସହ ନିଜକୁ ଆଇସୋଲେସନରେ ରଖିଛନ୍ତି | ସମସ୍ତେ ସରକାରଙ୍କ ଦ୍ୱାରା ଜାରି ଆଡଭାଇଜୋରିକୁ ପାଳନ କରିବା ପାଇଁ ଅନୁରୋଧ କରଛନ୍ତି |

Leave A Reply

Your email address will not be published.