ଠିକାଦାର ପ୍ରୀତିର ପ୍ରତିବାଦ ଠିକେଇକି ଦେଲେ ସଫେଇ କର୍ମଚାରୀ
ମଇଳା ଉଠାଉଛୁ ସହର ଯାକର, ଭାତିଆ ଦେବାକୁ କୁନ୍ଥୋଉଛି କିଆଁ ଠିକାଦାର !!!
ଦରମା ଦାବିରେ ବାରିପଦା ପୌରପରିଷଦ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଳିଆ ଜମା କରି ଆନ୍ଦୋଳନ କଲେ ସଫେଇ କର୍ମଚାରୀମାନେ
ବାରିପଦା(ଦିଲ୍ଲୀପ ମହାନ୍ତି )- କଥାରେ ଅଛି ସିଧା ଅଙ୍ଗୁଳିରେ ଘିଅ ଉଠେ…