୨ବର୍ଷ ପରେ ଘରକୁ ବାହୁଡ଼ିଲା ନିଖୋଜ ପୁଅ 

  ଓଡ଼ଗାଁ (ଶ୍ରୀକାନ୍ତ ମିଶ୍ର) : ପୁରୀ ଜିଲ୍ଲା ଅନ୍ତର୍ଗତ କାକଟପୁର ଥାନା ଅଧିନ ଉଲୁକୁଦା ଗ୍ରାମର ରମେଶ କାଣ୍ଡିଙ୍କ ପୁଅ ସଂଜୟ କୁମାର କାଣ୍ଡି(୧୯) ୨ବର୍ଷ ହେଲା ନିଖୋଜ ଥିଲା । ଓଡଗାଁ ପୋଲିସ ତାକୁ ଉଦ୍ଧାର କରି ଆଜି ତାଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରଛନ୍ତିି । ୪ବର୍ଷ ପୂର୍ବେ…

ଶତ୍ରୁତା ପାଲଟିଲା ରକ୍ତାକ୍ତ ସଂଘର୍ଷ : ୫ ଆହତ

Bolangir / niroj mishra :ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ମହିମୁଣ୍ଡା ଗାଁର ଦୁଇ ପରିବାର ଭିତରେ ଦୀର୍ଘ ଦିନରୁ ଲାଗି ରହିଥିବା ଶତ୍ରୁତା ଗତକାଲି ସଂଘର୍ଷରେ ପରିଣତ ହୋଇଥିଲା। ଏଥିରେ ଉଭୟ ପକ୍ଷର ୫ ଜଣ ଆହତ ହୋଇଛନ୍ତି।ଗତକାଲି ବିଳମ୍ବିତ ରାତିରେ ସାମାନ୍ୟ ବଚସାରୁ ମୁକ୍ତେଶ୍ୱର ଗଡ଼ତିଆ…

ନାଟକ ତୁଟିଲା, ମଞ୍ଚକୁ ଓହ୍ଲାଇବେ ଭୁବନେଶ୍ୱର 

ବରଗଡ଼ ଧନୁଯାତ୍ରା କଳାକାର ଚୟନ ବିବାଦ  ବରଗଡ଼/SPB: ସର୍ବବୃହତ ମୁକ୍ତ ରଂଗମଂଚ ବରଗଡ଼ ଧନୁଯାତ୍ରାର କଳାକାର ଚୟନକୁ ନେଇ ଚାଲିଥିବା ବାଟକର ଅନ୍ତ ଘଟିଛି |  ଆଜି ବରଗଡ଼ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବରଗଡ଼ ଧନୁଯାତ୍ରା ପାଇଁ ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ବିଭିନ୍ନ ବିଷୟରେ…

ଓପିଜିସି ଅଧିକାରୀ ସଂଘ କର୍ମକର୍ତ୍ତାଙ୍କ ସହିତ ଶକ୍ତି ମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର: ଆଜି ଓପିଜିସି ଅଫିସର୍ସ ସଂଘ ସହିତ ଶିଳ୍ପ, ଶକ୍ତି, ଏମ୍.ଏସ୍.ଏମ୍.ଇ, ଗୃହ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କର ଏକ ବୈଠକ ମନ୍ତ୍ରୀଙ୍କ ବିଧାନସଭା ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛିା ଏହି ବୈଠକରେ ସଂଘର ମୁଖ୍ୟ ଉପଦେଷ୍ଟା ତଥା ଖଣ୍ଡପଡ଼ା ବିଧାୟକ ଶ୍ରୀ ସୌମ୍ୟ ରଞ୍ଜନ…

ବିଶ୍ୱ ମଧୁମେହ ଦିବସରେ ସଚେତନତା କାର୍ଯକ୍ରମ

ବରଗଡ :- ଅସନ୍ତୁଳିତ ଖାଦ୍ୟପେୟ, ଚାପଗ୍ରସ୍ତ ଜୀବନ ଓ ଜୀବନଚର୍ଯ୍ୟା ଆଜି ବିଶ୍ୱରେ ମଧୁମେହ ରୋଗୀଙ୍କ ସଂଖ୍ୟା ବୃଦ୍ଧିର ମୁଖ୍ୟ କାରଣ । ଏହି ରୋଗରୁ ଦୁରେଇ ରହିବା ପାଇଁ କିମ୍ବା ଏହାକୁ ନିୟନ୍ତ୍ରଣ ରଖିବା ପାଇଁ  ରୋଗୀ ମାନେ କଣ କରିବା ଉଚିତ ଓ କଣ ନକରିବା ଉଚିତ ଏହି ବାବଦରେ ଆଜି ବିଶ୍ୱ…

ରାୟଗଡ ଓ କଳାହାଣ୍ଡି ଜିଲ୍ଲାର ସୀମାବର୍ତ୍ତୀ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ : ଲ୍ୟାଣ୍ଡମାଇନ ଉଦ୍ଧାର 

ରାୟଗଡ(ସରୋଜ ସାହୁ): ରାୟଗଡ ଓ କଳାହାଣ୍ଡି ଜିଲ୍ଲାର ସୀମାବର୍ତି ଅଂଚଳର ଆମ୍ବାଦଳା ଥାନା ଅନ୍ତର୍ଗତ କାର୍କାମାର୍କା ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପ ଚାଲୁଥିବା ଖବର ପାଇ ରାୟଗଡ ଆରକ୍ଷୀ ଅଧିକ୍ଷକ ସର୍ବଣା ବିବେକ ଏମ ଙ୍କ ନିର୍ଦେଶ କ୍ରମେ ଏସଓଜି ଓ ଡିଭିଏଫ ଯବାନ ମାନେ ଜଙ୍ଗଲ ଆଡକୁ କୁମ୍ବିଂ…

ଜୟ ଓଡିଶା ପକ୍ଷରୁ ବସ୍ତି ଶିଶୁଙ୍କ ଗହଣରେ ନିଆରା ଶିଶୁ ଦିବସ 

ଭୁବନେଶ୍ୱର: ରାଜଧାନୀର ଜଣାଶୁଣା ସାମାଜିକ ତଥା ସ୍ବେଛାସେବୀ ସଂଗଠନ  "ଜୟ ଓଡ଼ିଶା" ପକ୍ଷରୁ ଆଜି ନିଆରା ଢଙ୍ଗରେ ବିଭିନ୍ନ ବସ୍ତି ଅଂଚଳରେ ପାଳିତ ହୋଇଯାଇଛି ଶିଶୁ ଦିବସ | ଅନୁଷ୍ଠାନର  କର୍ମକର୍ତ୍ତା ମାନେ ସହରର  ୭ଟି ବସ୍ତି ଅଞ୍ଚଳରେ ପହଞ୍ଚି ପାଖାପାଖି ୫୦୦ ଶିଶୁଙ୍କ ସହ ମିଶି ଶିଶୁ…

ଅନ୍ତର୍ନିହିତ ପ୍ରତିଭାର ପ୍ରକାଶ ଓ ବିକାଶ ନିମନ୍ତେ ଅନୁକୂଳ ପରିବେଶ ନିର୍ମାଣ ଆମର ଲକ୍ଷ୍ୟ : ମନ୍ତ୍ରୀ ଶ୍ରୀମତୀ ସାହୁ

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ "ମହକ-୨୦୧୯' ଭୁବନେଶ୍ୱର, (ଶାସକ ପ୍ରଶାସକ) : ଶୈଶବର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହେଉଛି ଶିଶୁର ଶାରୀରିକ, ମାନସିକ ତଥା ସୃଜନାତ୍ମକ ବିକାଶା ପ୍ରତ୍ୟେକ ଶିଶୁ ନିକଟରେ କିଛି ନା କିଛି ଅନ୍ତର୍ନିହିତ ପ୍ରତିଭା ଏବଂ ଦକ୍ଷତା ଲୁଚି ରହିଛିା ଏହି ପ୍ରତିଭାର…