ଜୁନାଗଡ଼ ପୋଲିସ ଖାପଚରେ ଦୁଇ ଚୋରା ମଦ ବ୍ୟବସାୟୀ

0 2

ଜୁନାଗଡ/ ଆଦିତ୍ୟ ମହାନ୍ତି : ସାରା ଭlରତ କରୋନା ପାଇଁ ଲକ୍ ଡାଉନ ଥିବା ଯୋଗୁ ସମସ୍ତ ଦୋକାନ ବଜାର ବନ୍ଦ ଥିବା ବେଳେ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରିକୁ ରାଜ୍ୟ ସରକାର ଅନୁମତି ଦେଉଛନ୍ତି । ହେଲେ ଏହାର ସୁଯୋଗ ନେଇ କିଛି ଖଲ ପ୍ରବୃତ୍ତିର ଲୋକ ଏହାକୁ ମlନୁ ନ ଥିବା ଦେଖି ବାକୁ ମିଲୁଛି । ଜୁନାଗଡ ବ୍ଲକ ଅନ୍ତର୍ଗତ ବଳଦିଆ ମାଳ ଗ୍ରାମର ଦିବ୍ୟ ନାଗ (52) ଓ ଜୁନାଗଡର କମଳ  ସୁନାନୀ(56)  ଘରେ ଦେଶୀ ଓ ବିଦେଶୀ ମଦ ରଖି ବିକୁ ଥିବା ବେଳେ ଖବର ପାଇ ଜୁନାଗଡ ଓଆଇସି ଉତ୍ତମ୍ କୁମାର ସାହୁ ଙ୍କ ନେତୃତ୍ଵରେ  ଜୁନାଗଡ ପୁଲିସ ଚଢାଉ କରି ବିପୁଳ ପରିମାଣ ର ମଦ ଜବତ ଦୁହିଁଙ୍କୁ ଗିରଫ କରିଥିବା ଜୁନାଗଡ ଓଆଇସି ଉତ୍ତମ୍ କୁମାର ସାହୁ ସୂଚନା ଦେଇଛନ୍ତି।

Leave A Reply

Your email address will not be published.