ଭୁବନେଶ୍ୱର :- ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଚତୁର୍ଥ କରୋନା ରୋଗୀ । ଚତୁର୍ଥ କୋରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେଇଥିବା ଖୋଦ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ କରି ସ୍ପଷ୍ଟ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଟ୍ଵିଟରେ କୁହାଯାଇଛି । ଆକ୍ରାନ୍ତ ବ୍ୟକ୍ତି ଜଣକ ଭଦ୍ରକର ଓ ବୟସ 29 ବର୍ଷ ଓ ସେ ଦୁବାଇରୁ ଫେରିଥିବା ଟ୍ୱିଟ ରେ ସୂଚନା ଦେଇଛି ବିଭାଗ ।