ସଞ୍ଜୟ ସେବା ଟ୍ରଷ୍ଟ ତରଫରୁ ରନ୍ଧା ଖାଦ୍ୟ ବଣ୍ଟନ
(ଆଠମଲ୍ଲିକ/ସନ୍ତୋଷମେହେର): ଅନଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକର ସମସ୍ତ ଅଂଚଳରେ ରହିଥିବା ଅସହାୟ ଭିନ୍ନକ୍ଷମ ଓ ମାନସିକ ବିକୃତ ଥିବା ଲୋକମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି I କିଆକଟା ଗ୍ରାମପଞ୍ଚାୟତ ଠାରୁ ଆରମ୍ଭ କରି ଆଠମଲ୍ଲିକ ଅଞ୍ଚଳର 15ଗୋଟି ପଂଚାୟତ ସହିତ ଆଠମଲ୍ଲିକ ସହରରେ ଥିବା…