କବିତାରେ କବିଙ୍କ ବାର୍ତ୍ତା ସମାଜ ମଙ୍ଗଳ ପାଇଁ ଅଭିପ୍ରେତ : ଜିଲ୍ଲାପାଳ
ଚଇତି କବିତା ଆସର-୨୦୧୯
ରାୟଗଡ(ସରୋଜ ସାହୁ) ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ସଦ୍ଭାବନା ସଭାଗୃହରେ ଚଇତି କବିତା ଆସର-୨୦୧୯ ଅନୁଷ୍ଠିତ ହୋଇଯାଇଛି । କବିତା ଆସରର ଉଦ୍ଘାଟନୀ ଉତ୍ସବରେ ରାୟଗଡ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆସରର ଶୁଭ…