ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ନାରୀ ଦିବସ
ରାୟଗଡା: ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭ ମାର୍ଚ୍ଚ ୨୦୨୬ ତାରିଖରେ ଆନ୍ତର୍ଜାତୀୟ ନାରୀ ଦିବସ ଉତ୍ସାହ ଓ ଗମ୍ଭୀରତାର ସହ ପାଳନ କରାଯାଇଥିଲା। ମହାବିଦ୍ୟାଳୟର ମହିଳା ସେଲ୍ ଓ ଛାତ୍ରୀ ନିବାସ ଯୁଗ୍ମ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ନାରୀ ଅଧିକାର,…