ପାରମ୍ପରିକ କଳାକାର ରମେଶଙ୍କ ପରିବାର ଉପରେ ପଡ଼ନ୍ତାନି ପ୍ରଶାସନର ନଜର
ପଦ୍ମପୁର/ଶାସକ ପ୍ରଶାସକ : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ବୁକୁରାମୁଣ୍ତା ଗ୍ରାମ ପଞ୍ଚାୟତ ମହୁଲପାଲି ଗ୍ରାମର ରମେଶ ବରିହା । ବୟସ ପାଖାପାଖି ୩୫ ହେବ। ସେ ମାତ୍ର ଦ୍ବିତୀୟ ଶ୍ରେଣୀରେ ପାଠ ପଢୁଛନ୍ତି । ତାଙ୍କର ସ୍ତ୍ରୀ, ପୁଅ ୪ଟାଏ, ଝିଅ ୧ଟାଏ, ମୋଟ ସାତଜଣ ପରିବାର ପେଟ…