ଓଡ଼ିଶା କେନ୍ଦୁପତ୍ର କର୍ମଚାରୀସଂଘର ଜରୁରୀ କାର୍ଯ୍ୟକାରୀ ବୈଠକ : ଛଟେଇ ହୋଇଥିବା ୧୫00 ରୁ ଉର୍ଦ୍ଧ ଚପରାଶୀଙ୍କୁ…
ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ର ଏକ ଜରୁରୀ କାର୍ଯ୍ୟକାରୀ କମିଟି ବୈଠକ ବୁଧବାର ଭିଡିଓ କନଫରେନ୍ସ ମାଧ୍ୟମରେ ସଂଘର ସଭାପତି ବିଜୟ ମହାନ୍ତି ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଅଛି। ପ୍ରଥମେ ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ତ୍ରିପାଠୀ ବିଭିନ୍ନ…