୪ ପଞ୍ଚାୟତର ଜିଆରଏସଙ୍କୁ ଅଦଳବଦଳ କଲେ ବିଡିଓ 

ବଲାଙ୍ଗୀର/(ନିରୋଜ ମିଶ୍ର):  ମହାମାରୀ କରୋନା ବିପତ୍ତି ସମୟରେ ବଦଳି। ପୁଇଁନ୍ତଲା ବ୍ଲକର ୪ ପଞ୍ଚାୟତର ଜିଆରଏସଙ୍କୁ ଅଦଳବଦଳ କରିଛନ୍ତି ବିଡିଓ ରବିନାରାୟଣ ଆଚାର୍ଯ୍ୟ। ତେବେ ମନରେଗା କାମକୁ ସୁବ୍ୟସ୍ଥିତ ଓ ସୁଚାରୁରୂପେ ତୁଲାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସେ ଚିଠିରେ ଉଲ୍ଲେଖ…

ରାଜ୍ୟରେ ଆଉ ୮୬ଜଣ କରୋନା ପଜିଟିଭ ଚିହ୍ନଟ  

ଭୁବନେଶ୍ୱର(ଶାସକ ପ୍ରଶାସକ): ରାଜ୍ୟରେ ଆଉ ୮୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୮୦ଜଣ କ୍ୱାରେନଟାଇନ ସେଂଟରରୁ ଚିହ୍ନଟ ହୋଇଥିବା ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସକ୍ରିୟ ରୋଗୀଙ୍କ ସଂଖ୍ୟା  ୭୮୯ ଥିବା ବେଳେ ସୁସ୍ଥ…

ମମତାଙ୍କ ସହ ଫୋନ ଯୋଗେ କଥାହେଲେ ନବୀନ

ବାତ୍ୟାର କ୍ଷୟକ୍ଷତି ସମ୍ପର୍କରେ କଲେ ଆଲୋଚନା : ସହାୟତାର ଦେଲେ ପ୍ରତିଶ୍ରୁତି  ଭୁବନେଶ୍ୱର (ଶାସକ ପ୍ରଶାସକ): ଆମ୍ପାନ ବାତ୍ୟାର ଗୁରୁତର କ୍ଷତିଗ୍ରସ୍ତ ହୋଇଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଜି ସକାଳେ ଟେଲିଫୋନ କଥା ହୋଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ…

 କି ଅମଣିଷ ଏମାନେ :  ବୁଢ଼ୀମାଆକୁ ପିଟି ପିଟି ମାରିଦେଲେ ଦୁଇ ପୁଅ 

ବାରିପଦା/  ଦିଲ୍ଲୀପ ମହାନ୍ତି : ମୟୁରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ବଣକାଟି ପଂଚାୟତ ସାତଭାୟା ଗାଁରେ ୨ପୁଅର ଠେଙ୍ଗା ମାଡରେ ମା ମୃତ । ଅଭିଯୁକ୍ତ ପୁଅ ରବି ଆଉ ରାଜକିଶୋର କୁ ଗିରଫ କଲା ବାଙ୍ଗିରିପୋଷି ଥାନା । ମୃତକ ମା ତୁଳସୀ ସିଂ  ପୁଅ ମଧ୍ୟରେ ପାରିବାରିକ କହଳକୁ ନେଇ ହତ୍ୟାକାଣ୍ଡ …

କାଶୀନଗର ଶିକ୍ଷା ବିଭାଗ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେଲେ ୪,୮୩,୭୫୧ ଟଙ୍କା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସଂପ୍ରତି ରାଜ୍ୟରେ କରୋନା ମହାମାରୀର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଗଜପତି ଜିଲ୍ଲାର କାଶୀନଗର ବ୍ଳକ ଶିକ୍ଷା ବିଭାଗ ପକ୍ଷରୁ ୪,୮୩,୭୫୧ (ଚାରି ଲକ୍ଷ ତେଆଅଶୀ ହଜାର ସାତଶହ ଏକାବନ) ଟଙ୍କା ପ୍ରଦାନ କରାଯାଇଛି। ଜିଲ୍ଲା…

କଂଗ୍ରେସ କାର୍ଯ୍ୟାଳୟରେ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ କରାଯାଇଛି। ଏହିକାର୍ଯ୍ୟକ୍ରମରେ ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡାଙ୍କ ସମେତ…

କାଲି ବାହାରିଥିଲେ ୧୧ ପଜିଟିଭ ଆଜି ପୁଣି ୬ !

ଗମ୍ଭୀରତା ଅନୁଭବ କରି ସରପଞ୍ଚ ପ୍ରୟୋଗ କଲେ ଜିଲ୍ଲାପାଳ କ୍ଷମତା  ୨୨ ସନ୍ଧ୍ୟାରୁ କୁରାଳ ପଂଚାୟତର ସମସ୍ତ ପଲ୍ଲୀ ଗ୍ରାମରେ ୪୮ ଘଣ୍ଟିଆ ସଟ ଡାଉନ  ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ନୟାଗଡ ଜିଲ୍ଲା ଓଡଗାଁ ବ୍ଲକ ଅଞ୍ଚଳର କୁରାଳ ଗ୍ରାମପଞ୍ଚାୟତରେ ଥିବା ଦୁଇଟି ସଙ୍ଗରୋଧ କେନ୍ଦ୍ରରୁ ଗତକାଲି ୧୧…

ଅମ୍ଫାନ୍ ମୁକାବିଲା ଓ କ୍ଷୟକ୍ଷତି ସହାୟତା ପ୍ରଦାନ ନେଇ ଆକ୍ସନ୍ ମୁଡ଼ରେ ବବି

ମୟୂରଭଞ୍ଜକୁ ମାରାଥନ ଗସ୍ତ, ପ୍ରଭାବିତ ଲୋକଙ୍କୁ ସହଯୋଗ ଯୋଗାଇଦେବାକୁ ଦଳୀୟ କର୍ମୀଙ୍କୁ ଆହ୍ବାନ ବାରିପଦା(ଦିଲ୍ଲୀପ ମହାନ୍ତି) : -ସାମୁଦ୍ରିକ ଝଡ଼ ଅମ୍ଫାନର ସଫଳ ମୁକାବିଲା ଏବଂ ପରବର୍ତ୍ତୀ ସମୟରେ  କ୍ଷୟକ୍ଷତି ଜନିତ ସହଯୋଗ ପାଇଁ ଆକ୍ସନ୍ ମୁଡ଼ରେ ଆସିଛନ୍ତି ବିଜେଡି ସଂଗଠନ ସଂପାଦକ…

କାଲି  ଆକାଶମାର୍ଗରୁ ପଶ୍ଚିମବଙ୍ଗ ଓ ଓଡିଶାର ବାତ୍ୟା ପ୍ରଭାବିତ ଅଂଚଳର ସର୍ଭେ କରିବେ ପ୍ରଧାନମନ୍ତ୍ରୀ

  ନୂଆଦିଲ୍ଲୀ (ଶାସକ ପ୍ରଶାସକ) : କାଲି  ପଶ୍ଚିମବଙ୍ଗ ଓ ଓଡିଶାର  "ଅମ୍ଫନ୍ " ବାତ୍ୟା  ପ୍ରଭାବିତ ଅଂଚଳ ଆକାଶମାର୍ଗରୁ ସର୍ଭେ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଆକାଶମାର୍ଗରୁ ସର୍ଭେ ସହ ସମୀକ୍ଷା ବୈଠକ ମଧ୍ୟ ନେବାର କାର୍ଯ୍ୟକ୍ରମ ରହିଛି | ବାତ୍ୟା ପ୍ରଭାବିତ ଅଂଚଳରେ ରିଲିଫ ଓ…