ନୂଆଦିଲ୍ଲୀ (ଶାସକ ପ୍ରଶାସକ) : କାଲି ପଶ୍ଚିମବଙ୍ଗ ଓ ଓଡିଶାର “ଅମ୍ଫନ୍ ” ବାତ୍ୟା ପ୍ରଭାବିତ ଅଂଚଳ ଆକାଶମାର୍ଗରୁ ସର୍ଭେ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଆକାଶମାର୍ଗରୁ ସର୍ଭେ ସହ ସମୀକ୍ଷା ବୈଠକ ମଧ୍ୟ ନେବାର କାର୍ଯ୍ୟକ୍ରମ ରହିଛି | ବାତ୍ୟା ପ୍ରଭାବିତ ଅଂଚଳରେ ରିଲିଫ ଓ ପୁନଃନିର୍ମାଣ କାର୍ଯ୍ୟ ଉପରେ ବି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି |
Sign in
Sign in
Recover your password.
A password will be e-mailed to you.