ବାରିପଦା/ ଦିଲ୍ଲୀପ ମହାନ୍ତି : ମୟୁରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ବଣକାଟି ପଂଚାୟତ ସାତଭାୟା ଗାଁରେ ୨ପୁଅର ଠେଙ୍ଗା ମାଡରେ ମା ମୃତ । ଅଭିଯୁକ୍ତ ପୁଅ ରବି ଆଉ ରାଜକିଶୋର କୁ ଗିରଫ କଲା ବାଙ୍ଗିରିପୋଷି ଥାନା । ମୃତକ ମା ତୁଳସୀ ସିଂ ପୁଅ ମଧ୍ୟରେ ପାରିବାରିକ କହଳକୁ ନେଇ ହତ୍ୟାକାଣ୍ଡ ହେଇଥିବା ପୋଲିସର ସନ୍ଦେହ । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ସହିତ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
Sign in
Sign in
Recover your password.
A password will be e-mailed to you.
Next Post