ସୀମାନ୍ତରେ ପ୍ରବାସୀଙ୍କ ଭିଡ, ଲୁହୁରାଚଟିରେ ସ୍ଥିତି ଅସମ୍ଭାଳ
ବାଧ୍ୟ ହୋଇ ସଟ ଡାଉନ କଲା ପ୍ରଶାସନ
ସୋହେଲା (ଶାସକ ପ୍ରଶାସକ):ସୀମାନ୍ତରେ ପ୍ରବାସୀଙ୍କ ଅସମ୍ଭାଳ ଭିଡ, ଦୋକାନ ବଜାର ବନ୍ଦ କଲେ ଲୋକେ । ସଟ ଡାଉନ ହେଲା ଲୁହୁରାଚଟି । ବରଗଡ ଜିଲ୍ଲା ସୋହେଲା ଥାନା ଅନ୍ତର୍ଗତ ସୀମାନ୍ତ ଲୁହୁରାଚଟିରେ ପ୍ରବାସୀଙ୍କ ଆଗମନକୁ ନେଇ ଅସମ୍ଭାଳ ପରିସ୍ଥିତି ସୃଷ୍ଟି…