ଗୋଟିଏ ଦିନରେ ଗଲା ୧୫୪ ଜୀବନ  

0

ନୂଆଦିଲ୍ଲୀ : ଚତୁର୍ଥ ପର୍ଯ୍ୟାୟ ଲକ ଡାଉନ ଆଉ ୫ ଦିନ  ରହିଲା ମଝିରେ | ଦେଶରେ ଏଯାବତ କାରଣ ଆକ୍ରନ୍ତଙ୍କ ସଂଖ୍ୟା ପହଁଚିଲା ୧,୩୮,୮୪୫ରେ | ଆଉ ଏଥିରେ ମଲେଣି ୪୦୨୧ ଲୋକ | ସବୁଠାରୁ ଅଧିକ ଭାବେ ଆକ୍ରାନ୍ତ ହୋଇଛି ମହାରାଷ୍ଟ୍ର, ଯେଉଁଠି କି ଆକ୍ରାନ୍ତଙ୍କ ସଂଖ୍ୟା ୫୦୦୦୦ ଟପିଗଲାଣି | ଆଉ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୦୦୦ ଛୁଇଁଛି | 

ମିଳିଥିବା ସୂଚନା ଅନୁସାରେ ଗତ ୨୪ ଘଣ୍ଟା ଭିତରେ ଦେଶରେ ୬୮୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହି ଘାତକ ଭୁତାଣୁ ନେଇଛି ୧୫୪ ଜୀବନ | 

Leave A Reply

Your email address will not be published.