ସେଞ୍ଚୁରୀ ମାରିକା କରୋନା

0

ଭୁବନେଶ୍ୱର : ଆଜି ପୁଣି ୧୦୩ ଜଣଙ୍କ ଦେହରେ ଚିହ୍ନଟ ହୋଇଛି କରୋନା ପଜିଟିଭ | ଫଳରେ ସଂଖ୍ୟା ପହଂଚିଛି ୧୪୩୮ରେ | ସକ୍ରିୟଙ୍କ ସଂଖ୍ୟା ୮୮୨ ଥିବା ବେଲେ ସୁସ୍ଥ ହୋଇଛନ୍ତି ୫୫୦ | ପ୍ରାଣ ହରାଇଛନ୍ତି ୭ ଜଣ |  ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱର ୫, ଭଦ୍ରକ ୮,ବଲାଙ୍ଗୀର ୮, ଦେବଗଡ଼ ୨୨, ଢେଙ୍କାନାଳ ୧, ଗଜପତି ୬, ଗଂଜାମ ୪, ଜଗତସିଂହପୁର ,ଯାଜପୁର ୧, କନ୍ଧମାଳ ୧, କେନ୍ଦ୍ରାପଡ଼ା ୧୫, କେନ୍ଦୁଝର ୧, ଖୋର୍ଦ୍ଧା ୫, କୋରାପୁଟ ୬, ମାଲକାନଗିରି ୯, ମୟୁରଭଞ୍ଜ ୧ଜଣ ସାମିଲ | 

Leave A Reply

Your email address will not be published.