ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବ ଜାତୀୟ ଭାଷା ସମ୍ବିଳନୀ
http://www.youtube.com/watch?v=PEod6iM47vI
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଅଧୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଆସନ୍ତା 23 ତାରିଖ ରୁ 26 ତାରିଖ ପର୍ଯ୍ୟନ୍ତ ଜାତୀୟ ଭାଷା ସମ୍ବିଳନୀ ଅନୁଷ୍ଠିତ ହେବ l ଓଡିଶା ସରକାରଙ୍କ ଭାଷା, ସାହିତ୍ୟ ଓ…