ସୁସ୍ଥ ହେଲେ ଆଉ ୯୯

0

ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ରାଜ୍ୟରେ ଆଉ ୯୯ ଜଣ କରୋନା ଜାଲରୁ ମୁକ୍ତି ପାଇଛନ୍ତି | ଏହା ଫଳରେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୬୪୯କୁ ବୃଦ୍ଧି ପାଇଛି | ତେଣୁ ସକ୍ରିୟଙ୍କ ସଂଖ୍ୟା ୭୮୨ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୭ ରହିଛି |  

 ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ବାଲେଶ୍ୱରରୁ  ୩୪, ଭଦ୍ରକରୁ  ୯, ଦେବଗଡ ରୁ ୧, ଗଂଜାମରୁ  ୧୫, ଯାଜପୁରରୁ ୧୩, କେନ୍ଦ୍ରାପଡ଼ାରୁ ୧୩, ନୟାଗଡରୁ  ୩ଜଣ, ପୁରୀରୁ  ୧୦ ଜଣ, ସୁନ୍ଦରଗଡରୁ ଜଣେ ସୁସ୍ଥ ହୋଇଥିବା ଜଣାପଡିଛି | 

Leave A Reply

Your email address will not be published.