ସ୍ୱଚ୍ଛତା, ଗୁଣାତ୍ମକତା ଆଉ ସାମଗ୍ରିକ ଶୃଙ୍ଖଳା ଉପରେ ମୁଖ୍ୟମନ୍ତ୍ରୀ କୁଳପତି ବୈଠକରେ ଦେଲେ ଗୁରୁତ୍ୱ 

ଅଣ-ଛାତ୍ର ଏବଂ ଅନଧିକୃତ ବ୍ୟକ୍ତିଙ୍କ ଠାରୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ମୁକ୍ତ ରଖନ୍ତୁ NAAC ରେଟିଂ ଏବଂ NIRF ର଼୍ୟାଙ୍କିଙ୍ଗ୍ ଉନ୍ନତି ଆଣିବାକୁ ଚେଷ୍ଟା କରନ୍ତୁ ଭୁବନେଶ୍ୱର (ଶାସକ ପ୍ରଶାସକ) : ବିଶ୍ୱବିଦ୍ୟାଳୟ ଗୁକଡ଼ିକ ପାଇଁ ପାଣ୍ଠିର ଅଭାବ ରହିବ ନାହିଁ | ବିଶ୍ୱବିଦ୍ୟାଳୟ…

“ଆପଣ ବାନ୍ଧି ଜେଲରେ ରଖିଲେ, ମୁଁ ଆପଣଙ୍କୁ ଧନ୍ୟବାଦ ଦେବି !”

ସେ ହେଉଛନ୍ତି "ମ୍ୟାନ୍‌ ଅଫ୍‌ ଏ ମିଲିୟନ୍‌ ଲି‌ଜେଣ୍ଡ" : ନବୀନ   ବିଜୁ ବାବୁ ଥିଲେ ବାସ୍ତବରେ ଡେୟାର ଡେଭିଲ ଡେମକ୍ରାଟ: ନରସିଂହ  ବିଜୁ ବାବୁ ମତେ ନେତା ଭାବେ ପରିଚୟ ଦେଇଥିଲେ : କେଭି   ଭୁବନେଶ୍ବର : ପିଲାଦିନେ ବିଜୁ ବାବୁଙ୍କୁ ମୁ ବହୁତ ଘୃଣା କରିଥିଲି | ମୋ ଜେଜେବାବାଙ୍କ ପାଖକୁ…

ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା।

ବୁଗୁଡା(ଡ଼ଃ କୁମୁଦ ଚନ୍ଦ୍ର ବେହେରା) :  ବୁଗୁଡା ଏନଏସି ଅନ୍ତର୍ଗତ ୧୩ ନଂ ୱାର୍ଡ କଦପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରେକୃଷ୍ଣ ପାତ୍ର ଗତ ଫେବୃଆରୀ ୨୯ ତାରିଖରେ ଚାକିରୀରୁ ଅବସର ଗ୍ରହଣ କରିଥିଲେ। ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ପାତ୍ର, କାଦପଡା…

ଭଗବାନପୁରରେ ଅଗ୍ନିକାଣ୍ଡ, ୮ପରିବାରର ଘର ପୋଡି ପାଉଁଶ

ଖବର ପାଇଁ ପହଁଚିଲେ ବିଧାୟକ, ପ୍ରଭାବିତଙ୍କୁ ପ୍ରଦାନ କଲେ  ସହାୟତା  ବୁଗୁଡା ( ଡ଼ଃ କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ବ୍ଲକ, ଭଗବାନପୁର ଗ୍ରାମରେ ଗତ ରାତ୍ର ପ୍ରାୟ ଦୁଇ ଘଣ୍ଟା ସମୟରେ ଅଗ୍ନିକାଣ୍ଡ ଘଟି ଆଠଟି ପରିବାରର ଘରପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି। ଶୁକ୍ରବାର ରାତିରେ କୌଣସି…

ବିଧାୟକଙ୍କ ଦ୍ଵାରା ୩ ଟି ପ୍ରକଳ୍ପ ଉଦଘାଟିତ

ପୋଲସରା (ଡ଼ଃ କୁମୁଦ ଚନ୍ଦ୍ର ବେହେରା) :  ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ତିନିଟି ପ୍ରକଳ୍ପ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଉଦଘାଟନ ହୋଇଥିବା ୩ ଟି ପ୍ରକଳ୍ପ ହେଲା, ଦେଉଳ ପେଢ଼ି ସାହି ଝଙ୍କାରିଆ…

ଫିକା ପଡିବ ହୋଲି, ଖେଳିବେନି ବି ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର(ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଚଳିତ ବର୍ଷ  ହୋଲି ଖେଳିବେ ନାହିଁ ।  ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ସମ୍ପର୍କରେ ଧାଡ଼ିକିଆ ସୂଚନା ଦିଆ ଯାଇଥିବା ବେଳେ ତେବେ କରୋନା ଭାଇରସକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଛନ୍ତି କି ଅନ୍ୟ…

ତୁଙ୍ଗ ନିରାଶ : ରାଜ୍ୟସଭା ଯିବେ ମମତା, ସୁଜିତ, ମୁନା ଓ ସୁବାସ

ଶଙ୍ଖପତି କଲେ ଘୋଷଣା, ଦୀର୍ଘ ଦିନ ପଡି ରହିବାର ଫଳ ପାଇଲେ ମୁନ୍ନା ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକଙ୍କୁ ରାଜ୍ୟ ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷ ଭୁବନେଶ୍ୱର : ସବୁ କଳ୍ପନା ଜଳ୍ପନାକୁ ଭୁଲ ପ୍ରମାଣିତ କରି ବିଜେଡି ରାଜ୍ୟସଭା ଗୋଲକ ଧନ୍ଦା ଉପରୁ ପରଦା ଉଠାଇଛି । ଚର୍ଚ୍ଚା ହେଉଥିଲା ଗତଥର…

ସିନାପାଲ୍ଲୀ ବ୍ଲକରେ ପଂଚାୟତ ରାଜ ଦିବସ ପାଳିତ 

ସିନାପାଲ୍ଲୀ (ନିରାକାର ମେହେର) : ଆଧୁନିକ ଓଡିଶା ର ନିର୍ମାତା ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 104ତମ ଜନ୍ମ ଦିବସ  ଅବସରରେ ନୂଆପଡା ଜିଲ୍ଲା ସିନାପାଲି ପଂଚାୟତ ସମିତି ସଭା ଗୃହରେ ଗୁରୁବାର ପଂଚାୟତରାଜ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି |ସିନାପାଲି ବ୍ଲକ ଗୋଷ୍ଠୀ  ଉନ୍ନୟନ…

ଆଇ.ଆଇ.ଟି, ଏନ୍.ଆଇ.ଟି. ଗୁଡ଼ିକୁ ବାଦ ଦେଲେ ଦେଶର ଶ୍ରେଷ୍ଠ  ୧୦ଟି ଇଞ୍ଜିନିୟରିଂ କଲେଜ ତାଲିକାରେ ସୋଆ

ଭୁବନେଶ୍ୱର(ଶାସକ ପ୍ରଶାସକ) : ଦେଶର ଶ୍ରେଷ୍ଠ  ଇଞ୍ଜିନିୟରିଂ କଲେଜ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଥିବା ବେଳେ ଆଇ.ଆଇ.ଟି ଓ ଏନ୍.ଆଇ.ଟି. ଗୁଡ଼ିକୁ ବାଦ ଦେଲେ ସୋଆର ଇଞ୍ଜିନିୟରିଂ ଫ୍ୟାକଲ୍ଟି ଇନଷ୍ଟିଟ୍ୟୁଟ  ଅଫ୍ ଟେକ୍ନିକାଲ୍ ଏଜୁକେସନ ଓ ରିସର୍ଚ୍ଚ…

ଶିକ୍ଷାଦାନ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଅଧ୍ୟାପକମାନେ ତତ୍ପର ହୁଅନ୍ତୁ: ଅରୁଣ 

ଭୁବନେଶ୍ୱର(ଶାସକ ପ୍ରଶାସକ):ଉଚ୍ଚଶିକ୍ଷା କ୍ଷେତ୍ରରେ ଅନେକଗୁଡ଼ିଏ ପରିବର୍ତ୍ତନକାରୀ ପଦକ୍ଷେପ ନିଆଯାଇଥିବା ପରିପ୍ରେକ୍ଷୀରେ ଏଗୁଡ଼ିକ ନିଷ୍ଠାର ସହିତ ରୂପାୟନ କରି ଛାତ୍ରଛାତ୍ରୀଙ୍କୁ ଏହାର ଲାଭ ପହଞ୍ଚାଇବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା…