ଭୁବନେଶ୍ୱର : ରାଜ୍ୟରେ ଆଉ ୧୨୦ ଜଣ ସୁସ୍ଥ ହୋଇଛନ୍ତି | ଫଳରେ ସୁସ୍ଥଙ୍କ ସଂଖ୍ୟା ପହଁଚିଲା ୨୫୯୪ରେ | ସେମାନଙ୍କ ମଧ୍ୟରେ ଗଂଜାମରେ ୩୩, ଗଜପତି ରେ ୧୮, ସୋନପୁରରେ ୧୩, ବାଲେଶ୍ୱରରେ ୧୨, ବଲାଙ୍ଗୀର ଓ ଖୋର୍ଦ୍ଧାରେ ୮ ଜଣ ଲେଖାଏ, ମୟୁରଭଞ୍ଜରୁ ୭ ଜଣ , ୪ ଜଣ କଟକରୁ ଓ ଯାଜପୁର, ନୟାଗଡ ଏବଂ ନୂଆପଡାରୁ ୩ ଜଣ ଲେଖାଏ, ଢେଙ୍କାନାଳ , ପୁରୀ ଓ ରାୟଗଡାରୁ ୨ ଜଣ ଲେଖାଏ ଓ କେନ୍ଦ୍ରାପଡ଼ା ଓ କଳାହାଣ୍ଡିରୁ ଜଣେ ଲେଖାଏ ଅନ୍ତର୍ଭୁକ୍ତ |
Sign in
Sign in
Recover your password.
A password will be e-mailed to you.
Next Post