“୧୦୦ ବର୍ଷ ୧୩୫ ଥର, ୨୦ ବର୍ଷ ମଧ୍ୟରେ ରାଜ୍ୟ ୩୨ଥର : ତଥାପି ନିରାଶ ହୋଇନି ଚାଷୀ ଭାଇ”
"କୃଷକମାନଙ୍କର କଠିନ ପରିଶ୍ରମ ଫଳରେ ବିଗତ ବର୍ଷଗୁଡ଼ିକରେ ରାଜ୍ୟରେ ଖାଦ୍ୟଶସ୍ୟ ଉତ୍ପାଦନ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି' : ଅରୁଣ
ଭୁବନେଶ୍ୱର,(ଶାସକ ପ୍ରଶାସକ): ବିଗତ ୧୦୦ ବର୍ଷ ମଧ୍ୟରେ ଓଡ଼ିଶା ଛୋଟବଡ଼ ୧୩୫ ଥର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଛିା ଗଲା ୨୦ ବର୍ଷ ମଧ୍ୟରେ…