ବାରିପଦା(ଦିଲୀପ ମହାନ୍ତି)-ମୟୂରଭଞ୍ଜ ଜିଲ୍ଲାପାଳଙ୍କ ବାସଭବନ ସ୍ଥିତ କାର୍ଯ୍ୟାଳୟରୁ ଉଦ୍ଧାର ହେଲା ତମ୍ବା ମୁଣ୍ଡିଆ ନାଗ ସାପ। ତେବେ ଏହି ପ୍ରଜାତିର ସାପଟି ସାଧାରଣତଃ ଘଞ୍ଚ ଜଙ୍ଗଲ ଗଛରେ ଦେଖିବାକୁ ମିଳୁଥିବା ବେଳେ ଏହା ବିଷାକ୍ତ ନୁହେଁ।ଖବର ପାଇ ଅଭିଜ୍ଞ ସାପ ଧରାଳୀ କୃଷ୍ଣଚନ୍ଦ୍ର ଗୋଛାୟତ ରାତ୍ରି ପ୍ରାୟ ୦୯ ଟା ସମୟରେ ପହଞ୍ଚି ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଇଥିବାର ସୂଚନା ମିଳୁଛି।
Sign in
Sign in
Recover your password.
A password will be e-mailed to you.
Next Post