ଗଂଜାମ ଜିଲ୍ଲାପାଳଙ୍କ ବୁଗୁଡା ପରିଦର୍ଶନ: ପଲିଥିନ ବ୍ୟବହାର ପାଇଁ ବ୍ୟବସାୟୀ ଦଣ୍ଡିତ

ବୁଗୁଡା / ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଧବାର ଦିନ ଅପରାହ୍ନ ପ୍ରାୟ ଏକ ଘଣ୍ଟା ସମୟରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବୁଗୁଡା ଏନଏସି ପରିଦର୍ଶନରେ ଆସି ପଲଥିନ ବ୍ୟବହାର କରୁଥିବା ବ୍ୟବସାୟୀ ଙ୍କୁ ଦଣ୍ଡିତ କରିବା ସହ ବସଷ୍ଟାଣ୍ଡ ଆହାର କେନ୍ଦ୍ର ଓ ଶୌଚାଳୟ ଏବଂ ମାଇକ୍ରୋ…

ପ୍ରାର୍ଥନା ସଭାରେ ଆଣ୍ଠେଇଲେ ଛାତ୍ର: ଶିକ୍ଷକ -ଅଭିଭାବକ ମୁହାଁମୁହିଁ

-ଅପମାନିତ ଛାତ୍ର ଆତ୍ମହତ୍ୟା କରିବାକୁ କହୁଥିବା ଅଭିଯୋଗ ଆଣିଲେ ଛାତ୍ରଙ୍କ -ମା’ ବିଦ୍ୟାଳୟରେ ଶୃଙ୍ଖଳା ରକ୍ଷା ନିମନ୍ତେ ଏପରି କରାଯାଇଥିବା କହିଲେ ପ୍ରଧାନଶିକ୍ଷୟିତ୍ରୀ ବାରିପଦା,(ଦିଲ୍ଲୀପ ମହାନ୍ତି) : ଆଜି ସ୍ଥାନୀୟ ମହାରାଜା କୃଷ୍ଣଚନ୍ଦ୍ର(ଏମ୍‌କେସି) ଉଚ୍ଚବିଦ୍ୟାଳୟରେ କିଛି…

ଚିଟ ଫଣ୍ଡ ସମସ୍ୟାରୁ ରକ୍ଷା ପାଇବା ପାଇଁ ସଚେତନତା ଜରୁରୀ : ସେବି ସଦସ୍ୟ

ପରିଚାଳନା ଦିଗରେ ଘରର ମହିଳା ହିଁ ସର୍ବୋତ୍କୃଷ୍ଟ  ମ୍ୟାନେଜର : କୁଳପତି  ଭୁବନେଶ୍ୱର,(ଶାସକ ପ୍ରଶାସକ)  : ଆମ ଦେଶରେ ବିଶେଷ ଭାବେ ଓଡ଼ିଶାରେ ଚିଟ୍ ଫଣ୍ଡ କାରବାର ଅନେକ ଗରିବ ଏବଂ ମଧ୍ୟବିତ ପରିବାରକୁ ସର୍ବସ୍ୱାନ୍ତ କରିଦେଇଛି । ଧନୀକ ଶ୍ରେଣୀ ମଧ୍ୟ ଏଥିରୁ ବାଦ ପଡ଼ିନାହାନ୍ତି । ତେବେ…

ଖାଲି ଶ୍ରୀମନ୍ଦିର ନୁହଁ ବା, ଏବେ ଚିନ୍ତାରେ ପେ ନିଅର-ବାଏ ବ୍ୟବହାରକାରୀ !

କୋମନା (ଭାଗିରଥି ଭୋଇ)- ୟେସ ବ୍ୟାଙ୍କ ଦେବାଳିଆ ଅବସ୍ଥାରେ ଥିବା ବେଲେ ଏହାର ପରିଣାମ ଭୋଗିବାକୁ ପଡୁଛି ସାଧାରଣ ଗ୍ରାହକଙ୍କୁ । ସେଭଳି ୟେସ  ବ୍ୟାଙ୍କ ଦ୍ୱାରା ପ୍ରଚଳିତ ପେ ନିଅରବାଏ ବ୍ୟବହାରକାରୀ ଏବେ ଚିନ୍ତାରେ । ଏହି ଆପ ବ୍ୟବହାର କରି ସେମାନେ ଗ୍ରାହକଙ୍କୁ ଡିଜିଟାଲ ବ୍ୟାଙ୍କିଙ୍ଗର…

ନେମାଳୋ ପୀଠର ହେବ ବିକାଶ : ତୀର୍ଥ ଓ ପର୍ଯ୍ୟଟନ ଦୃଷ୍ଟିରୁ କରାଯିବ ଆକର୍ଷଣୀୟ 

ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଲା ଉଚ୍ଚସ୍ତରୀୟ ବୈଠକ ଭୁବନେଶ୍ୱର(ଶାସକ ପ୍ରଶାସକ): ପ୍ରସିଦ୍ଧ ନେମାଳୋ ପୀଠର ବିକାଶ ସଂପର୍କରେ ପଂଚାୟତିରାଜ,ପାନୀୟ ଜଳ,ଆଇନ,ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ  ହୋଇଯାଇଛି…

ସରକାର କହିଲେ : ସ୍ୱଚ୍ଛ ବ୍ୟବସ୍ଥା ମାଧ୍ୟମରେ ୟେସ ବ୍ୟାଙ୍କକୁ ଚୟନ କରାଯାଇଥିଲା

ଅଧିକ ସୁଧ ଆଶାରେ ୟେସ୍ ବ୍ୟାଙ୍କରେ ଶ୍ରୀମନ୍ଦିରର ଅର୍ଥ ଜମା କରାଯାଇଥିଲା ଭୁବନେଶ୍ବର: ଅଧିକ ସୁଧ ଆଶାରେ ୟେସ୍ ବ୍ୟାଙ୍କରେ ଟଙ୍କା ଜମା କରାଯାଇଥିଲା । ଶ୍ରୀମନ୍ଦିରର ଅର୍ଥ ରଖିବାକୁ ୧୨ଟି ବ୍ୟାଙ୍କ ପ୍ରସ୍ତାବ ଦେଇଥିଲେ । ତେବେ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଏକ ସ୍ୱଚ୍ଛ ବ୍ୟବସ୍ଥା…

ନିର୍ମଳାଙ୍କୁ ପୁଣି ଭେଟିଲେ ବିଜେଡି ସାଂସଦ 

୧୧୪ଟି ପୌରାଞ୍ଚଳ ପାଇଁ ଆବଂଟିତ ୭୦୦କୋଟି ଟଙ୍କାର ଅନୁଦାନ ତୁରନ୍ତ ପ୍ରଦାନ ଦାବି  ୟେସ ବ୍ୟାଙ୍କରେ ଶ୍ରୀମନ୍ଦିର ଟ୍ରଷ୍ଟର ଫିକ୍ସ ଡିପୋଜିଟର ନିରାପତ୍ତା ନିଶ୍ଚିତ କରିବା ସମ୍ପର୍କରେ ବି ପ୍ରତିଶ୍ରୃତି  ନୂଆଦିଲ୍ଲୀ/ଶାସକ ପ୍ରଶାସକ:  ଗତକାଲି ୟେସ-ଶ୍ରୀମନ୍ଦିର ଟଙ୍କା ପ୍ରସଙ୍ଗରେ କେନ୍ଦ୍ର…

ଛଅ ଦିନ ଧରି ଚାଲିଥିବା ଦୋଳଉତ୍ସବ ଉଦ୍‍ଯାପିତ

http://www.youtube.com/watch?v=VQW05B_wPxk ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଦୋଳବନ୍ଧ ଓ ଦୋଳତ୍ସବ କମିଟିର ମିଳିତ ଆନୁକୁଲ୍ୟରେ ଦୋଳବନ୍ଧ ନିକଟ ଦୋଳମଣ୍ଡପ ଠାରେ ଦୀର୍ଘ ୬ଦିନ ଧରି ଚାଲିଥିବା ଦୋଳତ୍ସବ ଉଦ୍‍ଯାପିତ…

ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଗଜପତି ଜିଲ୍ଲା ସ୍ତରୀୟ ୧୬ ତମ ଉଦ୍ୟୋଗୀ ସପ୍ତାହ ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆନ୍ଧ୍ର ବ୍ୟାଙ୍କର ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର  ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଗଜପତି ଜିଲ୍ଲା ସ୍ତରୀୟ ୧୬ ତମ ଉଦ୍ୟୋଗୀ ସପ୍ତାହ ପାଳନ…

କିଏ ସେଇ ଅଞ୍ଜଳି ମାଡାମ !!!

ପାଚେରୀ ଖୁଣ୍ଟ ପୋତିବାକୁନେଇ କଳହ ,କାହା ସାହାସରେ ସମ୍ପୂର୍ଣ୍ଣ ପରିବାରକୁ ରକ୍ତାକ୍ତ କଲେ ଦୁର୍ବୃତ୍ତ  ପାଲଲହଡା (ଶାସକପ୍ରଶାସକ ):-ବୁଧବାର  ସକାଳ ଦିନ୯ ସମୟ ପାଖାପାଖି ପଲଲହଡ଼ା ଥାନା ଅନ୍ତର୍ଗତ ସ୍କୁଲ ସାହିର ବୀରବର ନାଏକ ନିଜ ଘରର ପାଚେରୀ ଦେବା ପାଇଁ ଗାତ ଖୋଲି ଖୁଣ୍ଟ ପୋତିବା ସମୟରେ…