ମୟୂରଭଞ୍ଜ ଜିଲ୍ଲାରେ ଜନଗଣନା-୨୦୨୧ ପାଇଁ ଫିଲ୍ଡ ଲେବଲ୍ ଟ୍ରେନରମାନଙ୍କ ପାଂଚ ଦିନିଆ ତାଲିମ କାର୍ଯ୍ୟକ୍ରମ

ବାରିପଦା: (ଦିଲ୍ଲୀପ ମହାନ୍ତି)- ଭାରତରେ ଜନଗଣନା - ୨୦୨୧ ପାଇଁ ଓଡିଶା ଜନଗଣନା ନିର୍ଦ୍ଦେଶାଳୟ  ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା  ପ୍ରଶାସନ ତତ୍ୱାବଧାନରେ କ୍ଷେତ୍ର ସ୍ତରୀୟ ପ୍ରଶିକ୍ଷକମାନଙ୍କୁ ପ୍ରଥମ ପ୍ରର୍ଯ୍ୟାୟରେ ପାଞ୍ଚ ଦିବସୀୟ ତାଲିକ କାର୍ଯ୍ୟକ୍ରମ ମାର୍ଚ୍ଚ ୧୧ରୁ ଆରମ୍ଭ ହୋଇଛି ଓ ଏହା ୧୫…

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଓ ଜିଲ୍ଲା ସ୍ତରରେ ମିଳିତ ଅଭିଯୋଗ ଶୁଣାଣି ଶିବିର ମାର୍ଚ୍ଚ 31 ଯାଏଁ ବନ୍ଦ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଓ ଜିଲ୍ଲା ସ୍ତରରେ ମିଳିତ ଅଭିଯୋଗ ଶୁଣାଣି ଶିବିର ମାର୍ଚ୍ଚ 31 ଯାଏଁ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ନିର୍ଦ୍ଦେଶ । କରୋନା ଆତଙ୍କ ପରିପ୍ରେକ୍ଷୀରେ ସତର୍କତା ମୂଳକ ପଦକ୍ଷେପ ଭାବେ ନିଆଯାଇଛି ଏହି ପଦକ୍ଷେପ ।

ମୁଖ୍ୟମନ୍ତ୍ରୀଙ୍କର ବଡ ଘୋଷଣା, କରୋନା ରାଜ୍ୟ ବିପର୍ଯ୍ୟୟ ଘୋଷିତ

  ମାର୍ଚ୍ଚ ୩୧ ଯାଏଁ ପରୀକ୍ଷାକୁ ଛାଡ଼ି ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ ଭୁବନେଶ୍ୱର (ଶାସକ ପ୍ରଶାସକ): କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ମୁଖ୍ୟମନ୍ତ୍ରୀ କରିଛନ୍ତି  ବଡ ଘୋଷଣା । ସତର୍କତା ମୂଳକ ପଦକ୍ଷେପ ଭାବେ କରୋନା ପାଇଁ ୩୧ ମାର୍ଚ୍ଚ ଯାଏ ସାମାଜିକ କାର୍ଯ୍ୟକ୍ରମ, ଶିକ୍ଷାନୁଷ୍ଠାନ…

ବାରହା ମାଂସ ସହ ବାଇକ ଜବତ, ଦୁଇ ଗିରଫ

ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବନାଞ୍ଚଳ ପକ୍ଷରୁ ଗୁରୁବାର ଦିନ ୧୦ କିଲୋ ବାରହା ମାଂସ ସହ ଓଆର ୧୪ ଏସ ୩୩୧୫ ବାଇକ ଜବତ କରିବା ସହ ଦୁଇ ଶିକାରୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ବୁଗୁଡା ବନାଞ୍ଚଳର ଠଣାପଲ୍ଲୀ ବୀଟ ଅନ୍ତର୍ଗତ ଡାକରାବାଡ଼ି ଗ୍ରାମରେ ବନ୍ୟଜନ୍ତୁ ବାରହା…

ଗ୍ରାମବାସୀଙ୍କ ଦ୍ଵାରା ବଜ୍ରକାପ୍ତା ଉଦ୍ଧାର

ଝରସୁଗୁଡ଼ା-ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ଆଜି ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ସ୍ଥିତ ନୂଆଡ଼ିହି ଗାଁ ରେ ଗ୍ରାମବାସୀଙ୍କ ଦ୍ଵାରା ଏକ ବଜ୍ରକାପ୍ତା ଉଦ୍ଧାର ହୋଇଛି । ବଜ୍ରକାପ୍ତା ଟି କୋଉଠୁ ଆସିଲା କାହାକୁ ବି ଜଣା ନଥିବା ବେଳେ ଏକ ପତିତ୍ୟକ୍ତ ଘରୁ ଆଜି ସକାଳ 9ଟାରେ ଗ୍ରାମବାସୀ ଏବଂ…

ବୁଗୁଡା ଓ ବାଲିପଦରରେ ନୂତନ ଡାକ୍ତର ନିଯୁକ୍ତି

ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ଓ ବାଲିପଦର ମେଡିକାଲରେ ଜଣେ ଲେଖାଏଁ ଏମବିବିଏସ ନୂତନ ଡାକ୍ତର ଗୁରୁବାର ଦିନ ଯୋଗଦେଇଥିବା ଜଣାପଡିଛି। ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର କାମାକ୍ଷୀ ବିଷୋୟୀ ଯୋଗଦେଇଥିବା ବେଳେ ବାଲିପଦର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ…

ଓଡଗାଁ ଲୋକ ପିଇବେ ମହାନଦୀ ପାଣି , ପିଲା ପଢିବେ ବିଶ୍ୱସ୍ତରୀୟ ହାଇସ୍କୁଲରେ : ଅରୁଣ

 ବିଜୁବାବୁଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ସମାରୋହ : ଅନ୍ୟଦଳ ଛାଡି ବିଜେଡିରେ ଯୋଗ ଦେଲେ ଶତାଧିକ ସମର୍ଥକ  ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଗୁରବାର ଅପରାହ୍ନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର୧୦୪ ତମ ଜନ୍ମ ଜୟନ୍ତୀ ସମାରୋହ ଓଡ଼ଗାଁ ମିନିଷ୍ଟାଡିୟମରେ ଅନୁଷ୍ଠିତ  ହୋଇଯାଇଛି । ନୟାଗଡ଼…

ଡଜନେ ଖଣ୍ଡେ ଚୋରି ହେଇ ସାରୁ, ତାପରେ ପୋଲିସ ଆକ୍ଟିଭ ହବ ନା !!!!

 ଓଡ଼ଗାଁ ଅଂଚଳରେ ଏକାଧିକ ଚୋରୀ ଘଟଣା: ପୋଲିସ ବିନ୍ଦାସ, ଚୋରଙ୍କ ବଢୁଛି ସାହସ  ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ଓଡ଼ଗାଁ ଥାନା ଅଂଚଲରେ ବିଭିନ୍ନ ସ୍ଥାନରେ ଏକାଧିକ ଚୋରିଘଟଣା ସମ୍ପର୍କରେ ଅଭିଯୋଗ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୈାଣସି ଅଭିଯୁକ୍ତ ଗିରଫ ହୋଇନଥିବା କାରଣରୁ ପରୋକ୍ଷରେ ଏହା…

କୁକୁଡ଼ା ବିକ୍ରିକୁ ନେଇ ବାପ-ପୁଅ ମଧ୍ୟରେ ଝଗଡ଼ା : ଘରୁ ମିଳିଲା ବାପାଙ୍କ ଝୁଲନ୍ତା ମୃତ ଦେହ

ବାରିପଦା/ଦିଲ୍ଲୀପ ମହାନ୍ତି :ମୟୁରଭଞ୍ଜ ଜିଲା ବଡ଼ସାହି ଥାନା ଅନ୍ତର୍ଗତ ଟଙ୍ଗାଶୋଳ ଗ୍ରାମରେ ଜନୈକ ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହକୁ ବଡ଼ସାହି ପୁଲିସ ଉଦ୍ଧାର କରିଛି। ମୃତକ ଜଣଙ୍କ ହେଲେ ସେହି ଗ୍ରାମର ବୈଦ୍ୟନାଥ ବିନ୍ଧାଣୀ(୬୦)। ସୂଚନା ଅନୁଯାୟୀ, ଘରେ ଥିବା କୁକୁଡାକୁ ପୁଅ ବିକ୍ରି…

ବସକୁ ହେଲା ଦଣ୍ଡ : ୭ ଲକ୍ଷ ୭ ହଜାର ୨୩୦ ଟଙ୍କା ତଣ୍ଡ

ବୌଦ୍ଧରେ ପୁଣି  ଘରୋଇ ଯାତ୍ରୀ ବାହୀ ବସକୁ କଟିଲା ବଡ ଫାଇନ   ବୌଦ୍ଧ/ ଶାସକ ପ୍ରଶାସକ : ସାରା ରାଜ୍ୟରେ ଗାଡି ଯାଞ୍ଚ ଓ ଫାଇନକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପୁଣି  ବୌଦ୍ଧ ଆଞ୍ଚଳିକ ପରିବହନ ପକ୍ଷରୁ ଗୁରୁବାର ଦିନ  ଏକ ଯାତ୍ରୀ ବାହୀ ଘରୋଇ ବସକୁ ବଡ ଧରଣର ଫାଇନ କାଟିଥିବା ଜଣାପଡିଛି…