ରାଜ୍ୟରେ ଆଜି ୧୭୫ ଜଣ କରୋନା ପଜିଟିଭ  

ସର୍ବାଧିକ ୫୭ଜଣ ଚିହ୍ନଟ ହୋଇଛନ୍ତି ଗଜପତି ଜିଲ୍ଲାରୁ  ଭୁବନେଶ୍ୱର:  ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି୧୭୫ ଜଣ କରୋନା ପଜିଟିଭ | ସେମାନଙ୍କ ମଧ୍ୟରୁ ୧୪୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୦ ଜଣ ସର୍ବସାଧାରଣ ଅଂଚଳରୁ | ଫଳରେ ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୪୩୩୮…

ସାଢେ ପାଞ୍ଚଲକ୍ଷ ଫେରିଲେଣି, ଆହୁରି ଫେରିବେ 

ଭୁବନେଶ୍ୱର : କରୋନା ଲକ ଡାଉନ ହଟିବା ପରେ ଏବେ ପ୍ରବାସରୁ ଫେରୁଛନ୍ତି ପ୍ରବାସୀ ଓଡ଼ିଆ | ଦେଶର ବିଭିନ୍ନ ରାଜ୍ୟରେ ଥିବା ଓଡ଼ିଆ ଭାଇଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତି। ଗତକାଲି ୩,୬୩୫ ଜଣ ଓଡ଼ିଆ ଭାଇଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତି। ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡିକରୁ ଓଡ଼ିଶାକୁ…

ରେକର୍ଡ ଭାଙ୍ଗିଲା କରୋନା :  ଦିନକରେ  ପ୍ରାଣ ହରାଇଲେ ୨୦୦୩ ଜଣ 

ନୂଆଦିଲ୍ଲୀ (ଏସପିବି ) : ସବୁ ଦିନର ରେକର୍ଡକୁ ଭାଙ୍ଗି ଆଜି ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ  କରୋନାରେ ପ୍ରାଣ ହରାଇଛନ୍ତି ୨୦୦୩ ଜଣ |  ଫଳରେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧,୯୦୩ରେ ପହଂଚିଛି | ଏହା ସହିତ ଗତ ୨୪ ଘଣ୍ଟା  ମଧ୍ୟରେ ୧୦, ୯୭୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ…

ଏଥର ସାମୁହିକ ଯୋଗ ନୁହେଁ : “ଘରେ ଯୋଗ, ପରିବାର ସହିତ ଯୋଗ” 

 ଆନ୍ତର୍ଜାତିକ ଯୋଗ ଦିବସ 2020 ପାଳନ ପାଇଁ ପ୍ରସ୍ତୁତ ହେଉଛି ଆୟୁଷ ମନ୍ତ୍ରଣାଳୟ ନୂଆଦିଲ୍ଲୀ : କୋଭିଡ-19 ବୈଶ୍ଵିକ ମହାମାରୀ ଯୋଗୁଁ ଦୈନନ୍ଦିନ ଜୀବନ ଯାତ୍ରାରେ କଟକଣା ଓ ବିଭିନ୍ନ କାର୍ଯ୍ୟକଳାପରେ ମଧ୍ୟ ଶିଥିଳତା ଦେଖାଦେଇଛି । ସେଦୃଷ୍ଟିରୁ ଚଳିତ ବର୍ଷର ଆନ୍ତର୍ଜାତିକ ଯୋଗ ଦିବସକୁ…

 କରୋନା ପ୍ରତିକାର ପାଇଁ କ୍ଷେତରାଜପୁର ଅଞ୍ଚଳରେ ସଚେତନତା 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ):  କରୋନା ପ୍ରତିକାର ପାଇଁ ମଙ୍ଗଳବାର  କ୍ଷେତରାଜପୁର ଅଞ୍ଚଳରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି ।ମହିଳା ଆରୋଗ୍ୟ ସମିତି, ଆଶା, ଅଙ୍ଗନୱାଡି ଓ ସ୍ଥାନୀୟ ଏସଏଚଜି ମହିଳାଙ୍କୁ ନେଇ ସ୍ୱଚ୍ଛତା,ହାତ ଧୋଇବା ୬ ପ୍ରଣାଳୀ ବିଷୟରେ କୌଶଳଜ୍ଞାନ…

ଆମେ ଉଭୟ ଜୀବନ ଏବଂ ଜୀବିକା ପ୍ରତି ଗୁରୁତ୍ୱ ଦେବା ଉଚିତ : : ପ୍ରଧାନମନ୍ତ୍ରୀ

ମୁଖ୍ୟମନ୍ତ୍ରୀମାନଙ୍କ ସହ ଅନଲକ 1.0 ପରବର୍ତ୍ତୀ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ •ସ୍ୱାସ୍ଥ୍ୟସେବା ଭିତ୍ତିଭୂମି, ପରୀକ୍ଷା ଏବଂ ଚିହ୍ନଟ ସହିତ ଆର୍ଥିକ କାର୍ଯ୍ୟକଳାପ ବଢ଼ାଇବାକୁ ପ୍ରୋତ୍ସାହନ ଦେବା ଉଚିତ • ଆମେ ପ୍ରତ୍ୟେକ ଜୀବନ ବଂଚାଇବାକୁ ଚେଷ୍ଟା କରିଛୁ; ଦେଶରେ ଆରୋଗ୍ୟ ହାର…

ପ୍ରବାସୀ ଓଡିଆ ମାନଙ୍କ ଦ୍ବାରା ଏମଜିନରେଗା  ଅନ୍ତର୍ଗତ ବୃକ୍ଷରୋପଣ

ଗାଇସିଲେଟ/କେଦାର ନାଥ ସାହୁ: ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ପଞ୍ଚାୟତରେ ଥିବା ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ଥିବା ପ୍ରବାସୀ ଓଡିଆ ମାନଙ୍କ ଦ୍ବାରା ଏମଜିନରେଗା  ଯୋଜନା ଅନ୍ତର୍ଗତ  ତାଲପାଲି ମିନିଷ୍ଟାଡିୟମ ପରିସରରେ ପାଚେରୀ ପାର୍ଶ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ…

ମୃତ୍ୟୁ ଏମିତି ବି ଆସେ : ଗାଧୋଇବାକୁ ଯାଇ ଆଉ ଫେରିଲେନି ଦୁଇ ଯାଆ

 ବାରିପଦା (ଶାସକ ପ୍ରଶାସକ) : ମୃତ୍ୟୁ ବି ଏମିତି ଆସେ। ଗାଧୋଇବାକୁ ଯାଇ ବୁଡ଼ିଗଲେ ଦୁଇ ଯାଆ। ଆଜି ଏମିତି ହୃଦୟ ବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅଞ୍ଚଳରେ ଘଟିଛି। ମୋରଡ଼ା ଥାନା ମାକୁନ୍ଦ ଗାଁର ସାଲେପା ହାଁସଦା ଓ ଯମୁନା ହାଁସଦା ସମ୍ପର୍କରେ ଦୁଇ ଯାଆ। ଆଜି ସକାଳେ ସେମାନେ…

ମୟୂରଭଞ୍ଜ : ଚିକିତ୍ସାଧୀନ ଥିବା ୭୮ କରୋନା ସଂକ୍ରମିତ ମଧ୍ୟରୁ ସୁସ୍ଥ ହୋଇ ଫେରିଲେ ୧୩

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ ଆଜି ପୁଣି ୧୩ ଜଣ ସୁସ୍ଥ ହୋଇ ଫେରିଛନ୍ତି ବୋଲି ରାଜ୍ୟ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣାପଡ଼ିଛି । ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲାରୁ  ୬୫ ଜଣ କରୋନା ସଂକ୍ରମିତମାନେ କୋଭିଡ଼ ହସପିଟାଲରେ ଚିକିତ୍ସା ହେଉଥିଲେ । ଏମାନଙ୍କ ମଧ୍ୟରୁ…

ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର : ଆତ୍ମହତ୍ୟା ନା ଆଉ କିଛି ?

ପାଟଣାଗଡ (ବିମଳ କୁମାର ବାଗ): ବଲାଙ୍ଗିର ଜିଲ୍ଲା ପାଟଣାଗଡ ଏନଏସି ଅଚଂଳର ବ୍ରହ୍ମପୁରା ନିକଟସ୍ଥ  ଭାନୁସାଗର ପୋଖରୀର ଅନିତ ଦୂରରେ ଥିବା ଏକ ବବୁଲ ଗଛରୁ ଜଣେ ଯୁବକଙ୍କ ମୃତ ଦେହ ପୁଲିସ ଉଦ୍ଧାର କରିଛି ।  ମୃତ ଯୁବକ ଜଣକ କାଦୋପଡାର ସୁନ୍ଦର୍ଯ୍ୟ ଦଲେଇ (୪୨) ବୋଲି ପୁଲିସ ପକ୍ଷରୁ ଜଣାପଡିଛି ।…