ସାଢେ ପାଞ୍ଚଲକ୍ଷ ଫେରିଲେଣି, ଆହୁରି ଫେରିବେ 

0

ଭୁବନେଶ୍ୱର : କରୋନା ଲକ ଡାଉନ ହଟିବା ପରେ ଏବେ ପ୍ରବାସରୁ ଫେରୁଛନ୍ତି ପ୍ରବାସୀ ଓଡ଼ିଆ | ଦେଶର ବିଭିନ୍ନ ରାଜ୍ୟରେ ଥିବା ଓଡ଼ିଆ ଭାଇଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତି। ଗତକାଲି ୩,୬୩୫ ଜଣ ଓଡ଼ିଆ ଭାଇଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତି। ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡିକରୁ ଓଡ଼ିଶାକୁ ୫,୫୩,୯୪୫ ଜଣ ପ୍ରତ୍ୟାବର୍ତ୍ତନ କରିଛନ୍ତି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି |

Leave A Reply

Your email address will not be published.