ନୂଆଦିଲ୍ଲୀ (ଏସପିବି ) : ସବୁ ଦିନର ରେକର୍ଡକୁ ଭାଙ୍ଗି ଆଜି ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ପ୍ରାଣ ହରାଇଛନ୍ତି ୨୦୦୩ ଜଣ | ଫଳରେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧,୯୦୩ରେ ପହଂଚିଛି | ଏହା ସହିତ ଗତ ୨୪ ଘଣ୍ଟା ମଧ୍ୟରେ ୧୦, ୯୭୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୫୪,୦୬୫ରେ ପହଂଚିଛି |
Sign in
Sign in
Recover your password.
A password will be e-mailed to you.
Next Post