ପଂଚାୟତ ଉପନିର୍ବାଚନ ସ୍ଥଗିତ

ଭୁବନେଶ୍ୱର(ଶାସକ ପ୍ରଶାସକ):  ରାଜ୍ୟରେ କରୋନାର ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନ ଆସନ୍ତା ୨୪ ତାରିଖରେ ୨୦ ଟି ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା  ୨ଟି ଜିଲ୍ଲା ପରିଷଦ, ୬ଟି ସରପଞ୍ଚ, ୮ଟି ସମିତି ସଭ୍ୟ ଓ ୮୪ଟି ୱାର୍ଡମେମ୍ବର ପଦପାଇଁ ଉପନିର୍ବାଚନକୁ ପରବର୍ତ୍ତୀ ତାରିଖ…

ବିଦେଶରୁ ଆସୁଛ ବା ଆସିଛ ଯଦି ପଞ୍ଜୀକରଣ ବାଧ୍ୟତାମୂଳକ 

‘ଆପଣଙ୍କ ପଦକ୍ଷେପ ଆପଣଙ୍କୁ ରକ୍ଷା କରିବ..ଆପଣଙ୍କ ପରିବାର..ଆପଣଙ୍କ ପଡ଼ୋଶୀ ଏବଂ ରାଜ୍ୟକୁ ରକ୍ଷା କରିବ"  ଭୁବନେଶ୍ୱର (ଶାସକ ପ୍ରଶାସକ)  କରୋନାକୁ ନେଇ ସମଗ୍ର ବିଶ୍ୱରେ ଏକ ଚିନ୍ତା ଉଦ୍ରେକକାରି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବିଭିନ୍ନ ଦେଶରେ ଏହି ମାରାତ୍ମକ  ଭୂତାଣୁ ସଂକ୍ରମଣର…

ଜାଲ ଟ୍ରାନଜିଟ ପାସ  ରାକେଟକୁ ଧରିଲା ପୋଲିସ : ଲିଜଧାରୀଙ୍କ ସମେତ ୪ ଗିରଫ

ବଡ଼ବିଲ (ଶାସକ ପ୍ରଶାସକ) : ଜାଲ ଟ୍ରାନଜିଟ ପାସ ଦ୍ୱାରା ଟ୍ରକରେ ବାଲି ପରିବହନ କରୁଥିବା ଏକ ରାକେଟକୁ ବଡ଼ବିଲ ପୋଲିସ ଧରିବାରେ ସକ୍ଷମ ହୋଇଛି। ଘଟଣାରୁ ପ୍ରକାଶ ଯେ ବାଲି ବୋଝେଇ ଏକ ହାଇବା ଟ୍ରକ ଓଡ଼ି୦୪ଏଲ ୪୭୯୬କୁ ଗତକାଲି ଦିନ ଦଶଟା ସମୟରେ କିରିବୁରୁ ଛକ ନିକଟରେ ବଡ଼ବିଲ ଏସଡିପିଓ…

ନିଳାଦ୍ରୀର ନୂତନ କର୍ମକର୍ତ୍ତା ନିର୍ବାଚିତ

  ବଡ଼ବିଲ (ଶାସକ ପ୍ରଶାସକ) :ବଡ଼ବିଲର ଅଗ୍ରଣୀ ସାଂସ୍କୃତିକ ଓ ସାମାଜିକ ସଂଗଠନ ନିଳାଦ୍ରୀର ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି। ନିଳାଦ୍ରୀର ବରିଷ୍ଠ ସଦସ୍ୟ ତଥା ନିର୍ବାଚନ ଅଧିକାରୀ ବିଜୟ ମହାନ୍ତଙ୍କ ତତ୍ୱବଧାନରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ସଭାପତି ଭାବେ…

କଚେରୀ ମାର୍କେଟ ଦୋକାନ ଗୃହ ବଣ୍ଟନ ସର୍ତ୍ତାବଳୀକୁ ନେଇ ଜନ ଅସନ୍ତୋଷ

ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ଜଣେଇଲେ ବ୍ୟବସାୟୀ ଇଞ୍ଜିନିୟରିଂ ବିଭାଗର ସାର୍ଟିଫିକେଟ ନ ଥାଇ ଟେଣ୍ଡର ଡ଼କାଯିବାକୁ ନେଇ ଉଠିଛି ପ୍ରଶ୍ନ ବାରିପଦା(ଦିଲ୍ଲୀପ ମହାନ୍ତି)-  ରାଜ୍ୟ ସରକାରଙ୍କ ଡିଭୋଲୁସନ ଫାଣ୍ଡ  ନିର୍ମିତ ବାରିପଦା କଚେରୀ ମାର୍କେଟ କମ୍ପେ୍ଲକ୍ସ ଦୋକାନ ଗୃହ ସହ…

ପାରଳାଖେମୁଣ୍ଡି-ଗୁଣପୁର ରେଳପଥରେ ବିଦ୍ୟୁତ କରଣ ଓ ଅନ୍ୟାନ୍ୟ ବ୍ୟବସ୍ଥାର ଅନୁଧ୍ୟାନ କଲେ ନିରାପତ୍ତା କମିଶନ ଓ ଡି ଆର୍…

http://www.youtube.com/watch?v=18lAcP5fP7I ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି–ଗୁଣୁପୁର ରେଳପଥରେ ଆଉ ମାତ୍ର କିଛି ମାସ ପରେ ବିଦ୍ୟୁତ ଇଞ୍ଜିନ ଯୁକ୍ତ ଟ୍ରେନ ଚଳାଚଳ କରିବ । ଏଥିପାଇଁ ରେଳ ବିଭାଗ ପକ୍ଷର ଜୋରସୋରରେ ବିଦ୍ୟୁତକରଣ କାର୍ଯ୍ୟ ଚାଲିଛି , ଏହି…

ସମାଜ ପାଇଁ ଉଦାହରଣ ପାଲଟିଲେ ତାରାବତୀ 

http://www.youtube.com/watch?v=_eWqhE-rAcc ସମ୍ବଲପୁରରୁ ରମାକାନ୍ତ ବିଶ୍ୱାଳ :  ଟେଲିଭିଜନ ଦେଖାଇଲା ରୋଜଗାର ବାଟ । ଘରୁ ପାଦ କାଢ଼ିଲେ ମହିଳା, ଆଉ ନେଲେ ସେ ସଂକଳ୍ପ । ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ଲୋକଙ୍କୁ ମଧ୍ୟ ରୋଜଗାରକ୍ଷମ କରିବେ । ଆଉ ଏଥିପାଇଁ କୃଷି ଉଦ୍ୟାନ ବିଭାଗ…

କିଟ -ଭିଟ ହରାଇଲେ “ଇନଷ୍ଟିଚ୍ୟୁସନ୍ ଅଫ୍ ଏମିନେନ୍ସ’ ମାନ୍ୟତା !

ନୂଆଦିଲ୍ଲୀ(ଶାସକ ପ୍ରଶାସକ) ଓଡ଼ିଶାର ଜଣାଶୁଣା ଶିକ୍ଷା ସାମ୍ରାଜ୍ୟ ତଥା ବର୍ତ୍ତମାନର  କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଦ୍ଵାରା ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ସମୂହ  କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (KIIT) ଏବଂ ତାମିଲନାଡୁର ଭେଲୋର ଇନଷ୍ଟିଚ୍ୟୁଟ୍ ଅଫ୍…

ରେଣୁବାଳାଙ୍କ ନିଆରା ପ୍ରଚାର : ଗାଁ ଗାଁ ବୁଲି ଘଣ୍ଟା ବାଡେଇ କଲେ ସଚେତନ  

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : କରୋନା ଭୁତାଣୁର ସଂକ୍ରମଣ ରୋକିବା ପାଇଁ ଗଣ ମାଧ୍ୟମରେ ବହୁଳ ପ୍ରଚାର ପ୍ରସାର କରାଯାଉଛି | ରାଜ୍ୟ ସରକାର ବିଭିନ୍ନ ମାଧ୍ୟମରେ ଲୋକଙ୍କୁ ମାରାତ୍ମକ କରୋନା ବୁଝାଉଛନ୍ତି | ସମଗ୍ର ଗଣମାଧ୍ୟମ , ସାମାଜିକ ଗଣମାଧ୍ୟମ ଲାଗିପଡ଼ିହଛନ୍ତି, ସରକାର ପ୍ରଚାର ପ୍ରସାର ବା…

ଓଡ଼ଗାଁ ବ୍ଲକର ୧୮ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦହେବ 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ଓଡ଼ଗାଁ ବ୍ଲକର ୧୮ଟି ପ୍ରାଥମିକ ବିଦ୍ୟାଳୟକୁ ଆସନ୍ତା ଶିକ୍ଷାବର୍ଷ ଠାରୁ ବନ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି  ନେଇଛନ୍ତି । ୨୦ରୁ କମ୍ ସଂଖ୍ୟକ ଛାତ୍ରାଛାତ୍ରୀ ଅଧ୍ୟୟନ କରୁଥିବା ଏହି ବିଦ୍ୟାଳୟ ଗୁଡିକହେଲା ଭୋବସର,…