ରଥ ପ୍ରସଙ୍ଗରେ ନିରଞ୍ଜନ କହିଲେ : ଅଦାଲତଙ୍କ ରାୟ ଉପରେ କିଛି କହିବାର ନାହିଁ

0

http://www.youtube.com/watch?v=lRyr7lExLG4

ଭୁବନେଶ୍ୱର : ରଥ ଯାତ୍ରା ପ୍ରସଙ୍ଗରେ ସୁପ୍ରିମ କୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ ମୁହଁଖୋଲିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ଯେ ରଥ ବନ୍ଦ ନିଷ୍ପତ୍ତି ନିଶ୍ଚିତ ଭାବେ ଜଗନ୍ନାଥ ପ୍ରେମୀଙ୍କୁ ବାଧି ଥିବ । ହେଲେ ସୁପ୍ରିମକୋର୍ଟଙ୍କ ରାୟ ଉପରେ କିଛି କହିବାର ନାହିଁ ।

 

Leave A Reply

Your email address will not be published.