ବୁଗୁଡା ବ୍ଲକ ଓ ଏନଏସି : ବିଧାୟକ ଓ ସାଂସଦ ପ୍ରତିନିଧି ମନୋନୀତ
ବୁଗୁଡା / ଡ଼ଃ କୁମୁଦ ଚନ୍ଦ୍ର ବେହେରା: ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଗୁଡା ବ୍ଲକ ଓ ଏନଏସି ପାଇଁ ବିଧାୟକ ଓ ସାଂସଦ ପ୍ରତିନିଧି ମନୋନୀତ ହୋଇଛନ୍ତି। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ପ୍ରତିନିଧି ଭାବେ ବୁଗୁଡା ବ୍ଲକ ପାଇଁ ପୁର୍ବତନ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରା…