ବିଦେଶୀଙ୍କ ପାଇଁ କଡାକଡି, ଦାଦନଙ୍କ ପାଇଁ ସାହାଣ ମେଲା !!!
ଲେଡିଗୁଡ କହୁଣିକୁ ବୋହିବା ଆଗରୁ ସରକାର ଟିକେ ଚିନ୍ତା କରନ୍ତୁ
ରାଜ୍ୟ ବାହାରୁ ଫେରୁଛନ୍ତି ଦାଦନ ଶ୍ରମିକ, କରୋନା ସଂକ୍ରମଣ ଆଶଙ୍କା
ଲୋକଙ୍କ ମନରେ ଛନକା, ହେଲେ ଚେଇଁ ଶୋଇଛି ଜିଲ୍ଲା ପ୍ରଶାସନ
ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ :- ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଥିବା ଅନୁନ୍ନତ ଗାଁ…