ସିଏମଙ୍କ ରିଲିଫ ଫଣ୍ଡକୁ ୧ ଲକ୍ଷ ଟଙ୍କା ପ୍ରଦାନ କଲେ ଭିନ୍ନକ୍ଷମ ଆୟୁକ୍ତ ସୁଲୋଚନା ଦାସ

ଭୁବନେଶ୍ୱର (ଶାସକ ପ୍ରଶାସକ)  କରୋନା ଆତଙ୍କ ଏବେ ସମଗ୍ର ବିଶ୍ୱକୁ କବଳିତ କରିଥିବା ବେଳେ ଓଡିଶା ସରକାର କରୋନାର ମୁକାବିଲା କରିବା ପାଇଁ ବ୍ୟାପକ ଯୁଦ୍ଧକାଳୀନ ପଦକ୍ଷେପ ଗ୍ରହଣ କରିଛନ୍ତି | କରୋନା ମହାମାରୀର ମୁକାବିଲା କରିବା ପାଇଁ ବିପୁଳ ଅର୍ଥର ଆବଶ୍ୟକତା ଥିବା ବେଲେ ଏଥିପାଇଁ ସହଯୋଗର…

କରୋନା ଜନିତ ଆତଙ୍କ ଓ ଜଟିଳତା ସତ୍ତ୍ୱେ ସାହାଯ୍ୟ ପାଇଁ ଆଗେଇ ଆସିଲା ଓଡିଶା-ମୋ ପରିବାର

http://www.youtube.com/watch?v=5DHUy3l1VPM ଆନ୍ଧ୍ରପ୍ରଦେଶର ଗୋଦାବରୀ ଜିଲ୍ଲାରୁ ଘରକୁ  ନିରାପଦରେ ଫେରିଲେ  ୭୦ ଜଣ ଶ୍ରମିକ ଭୁବନେଶ୍ୱର(ଶାସକ ପ୍ରଶାସକ) ଚଳିତ ବର୍ଷ ମାର୍ଚ୍ଚ ମାସ ୨୩ତାରିଖରେ ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲା ଅନ୍ତର୍ଗତ ପେଡାତଡେପଲ୍ଲୀ ସ୍ଥାନରେ ୭୦ ଜଣ…

ମଧ୍ୟରାତ୍ରିରୁ ଲାଗୁ ହେଲା “ଲକ୍ ଡାଉନ୍”

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କରୋନା ଭାଇରସର କଡା ମୁକାବିଲା କରାଯିବା ଏବଂ ଏଥିପ୍ରତି ସତର୍କତାର ସହ ଜିଲ୍ଲାବାସୀଙ୍କୁ ଅଧିକ ସୁରକ୍ଷିତ ରଖିବା ଏବଂ କରୋନା ଭୁତାଣୁ ସଂକ୍ରମିତ ନ ହେବା ଉଦ୍ଦେଶ୍ୟ ନେଇ ଗଜପତି ଜିଲ୍ଲାରେ ସରକାରଙ୍କ ପକ୍ଷରୁ ଗଜପତି ଜିଲ୍ଲାବ୍ୟାପି ଆଜିରାତ୍ରିରୁ…

ମଧ୍ୟରାତ୍ରିରୁ ଲାଗୁ ହେଲା “ଲକ୍ ଡାଉନ୍”

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କରୋନା ଭାଇରସର କଡା ମୁକାବିଲା କରାଯିବା ଏବଂ ଏଥିପ୍ରତି ସତର୍କତାର ସହ ଜିଲ୍ଲାବାସୀଙ୍କୁ ଅଧିକ ସୁରକ୍ଷିତ ରଖିବା ଏବଂ କରୋନା ଭୁତାଣୁ ସଂକ୍ରମିତ ନ ହେବା ଉଦ୍ଦେଶ୍ୟ ନେଇ ଗଜପତି ଜିଲ୍ଲାରେ ସରକାରଙ୍କ ପକ୍ଷରୁ ଗଜପତି ଜିଲ୍ଲାବ୍ୟାପି ଆଜିରାତ୍ରିରୁ…

 ବୁଗୁଡା : ମଙ୍ଗଳବାର ଅପରାହ୍ନ ୨ ଘଣ୍ଟା ସୁଦ୍ଧା ଅନ୍ୟ ରାଜ୍ୟରୁ ଆସିଥିବା ୩୬୬ ଜଣ ପଞ୍ଜୀକୃତ

ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା:  ଅନ୍ୟ ରାଜ୍ୟରୁ ବୁଗୁଡା ବ୍ଲକକୁ  ଆସିଥିବା ବ୍ୟକ୍ତିଙ୍କ ମଧ୍ୟରୁ ସୋମବାର ଦିନ ୨୯୬ ଜଣ ପଞ୍ଜୀକୃତ କରିଥିବା ବେଳେ ମଙ୍ଗଳବାର ଅପରାହ୍ନ ୨ଟା ସୁଦ୍ଧା ଆଉ ୭୦ଜଣ ପଞ୍ଜୀକୃତ ହୋଇ ମୋଟ ୩୬୬ ଜଣ ପଞ୍ଜୀକୃତ ହୋଇଥିବା ବେଳେ କୌଣସି ପଞ୍ଜୀକୃତ ବ୍ୟକ୍ତିଙ୍କ ଠାରେ…

 “ଶୀତଳ ଷଷ୍ଠି ” ଉତ୍ସବ ପାଳନ ନେଇ ସୃଷ୍ଟି ହୋଇଛି ଅନିଶ୍ଚିତତା

ସମ୍ବଲପୁର-ଝାରସୁଗୁଡା ବ୍ୟୁରୋ ଚିଫ୍/ ରମାକାନ୍ତ ବିଶ୍ବାଳ : ସମ୍ବଲପୁରର  ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ପରିଚୟ ବହନ କରୁଥିବା ଜଗତଜନନୀ ମା' ପାର୍ବତୀ ଏବଂ ଦେବ ଦେବ ମହାଦେବ ଙ୍କ ଅଲୋକିକ ବିବାହ ଉତ୍ସବ ପବିତ୍ର  "ଶୀତଳ ଷଷ୍ଠି " ଉତ୍ସବ  ଚଳିତ ବର୍ଷ ପାଳନ ନେଇ ସୃଷ୍ଟି ହୋଇଛି ଅନିଶ୍ଚିତତା…

ବଦଳିଲେ ୨୨ ଓଏଏସ ଅଫିସର : ନୂଆ ଜାଗାରେ ଯୋଗ ଦେବାପାଇଁ  ୪୮ଘଣ୍ଟା ମହଲତ, ନହେଲେ  କଠୋର କାର୍ଯ୍ୟାନୁଷ୍ଠାନ 

ସମ୍ବଲପୁର, ଝାରସୁଗୁଡା ବ୍ୟୁରୋ ଚିଫ୍  ରମାକାନ୍ତ ବିଶ୍ବାଳ : କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟବ୍ୟାପୀ ଲକଡାଉନ୍ ଘୋଷଣା ହୋଇଥିବାବେଳେ ରାଜ୍ୟ ସରକାର ଆଜି ୨୨ଜଣ ବରିଷ୍ଠ ଓଏଏସ ଅଫିସରଙ୍କ ବଦଳି କରିଛନ୍ତି। କରୋନା ଓ ଅନ୍ୟାନ୍ୟ ପ୍ରଶାସନିକ କାର୍ଯ୍ୟ ତୁଲାଇବା ନିମନ୍ତେ ୧୯ଟି ଜିଲ୍ଲାରେ…

ଲଗଡାଉନକୁ ମାନୁ ନାହାନ୍ତି ଲୋକେ : ପ୍ରମୁଖ ସହରରେ ପୋଲିସର ଗତିବିଧି ଶୂନ

ବୋୖଦ୍ଧ(ଶାସକପ୍ରଶାସକ)ସାରା ବିଶ୍ବରେ କରୋନା ଭାଇରସ ମହାମାରୀ ରୁପରେ ହଜାର ହଜାର ମୁଣ୍ଡ ନେଲାଣି । ଗତ କାଲି ରାଜ୍ୟ ସରକାରଙ୍କ ପକ୍ଷରୁ ସାରା ଓଡ଼ିଶା ଲଗ ଡାଉନ ଘୋଷଣା କରାଯାଇଥିବା ବେଳେ ପୁନର୍ବାର କେନ୍ଦ୍ରସରକାର ଙ୍କ ପକ୍ଷରୁ ନିଜେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଭାରତକୁ…

ଲକ୍ ଡାଉନ୍ : ବୃନ୍ଦାବନ – ମଥୁରା ତୀର୍ଥ କରିବାକୁ ଯାଇଫସିଗଲେ ବୀରମହାରାଜପୁରର ୨୫ ଶ୍ରଦ୍ଧାଳୁ । 

ପୋଲିସ କଲାନାହିଁ ସହଯୋଗ, ଖାଇବାକୁ ହାତରେ ଟଙ୍କା ନାହିଁ  ଉଦ୍ଧାର ପାଇଁ ମନ୍ତ୍ରୀ ପଦ୍ମନାଭ  ବେହେରା ଦେଲେ ନିର୍ଭର ପ୍ରତିଶ୍ରୁତି । ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ )  ତୀର୍ଥ ତବୁଲିବାକୁ ଯାଇଥିବା ସୁବର୍ଣ୍ଣପୁର , ବୌଦ୍ଧ ଓ ଦେବଗଡ ଜିଲ୍ଲାର ମୋଟ ୬୦ ଜଣ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଚଳଚିତ୍ର ନିର୍ମାତା ଅକ୍ଷୟ ପରିଜାଙ୍କ ଏକଲକ୍ଷ ଟଙ୍କାର ସହାୟତା 

ଭୁବନେଶ୍ୱର( ଶାସକ ପ୍ରଶାସକ) :ଦିନକୁ ଦିନ କରୋନା ଭୁତାଣୁ ରୋଗର ଭୟାବହତା ବଢ଼ିବାରେ ଲାଗିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଡାକ୍ତର ତଥା ଅନ୍ୟାନ୍ୟ ସେବାକାରୀ ମାନଙ୍କୁ ପ୍ରଶଂସା କରିଥିବା ବେଳେ  ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଘଡିସନ୍ଧି ମୁହୂର୍ତ୍ତରେ ଜୀବନକୁ…