ଅସହାୟକୁ ଦଇବ ସାହା

ପଦ୍ମପୁର,(shasak prashasak)  ନିଜର ପେଟପାଟଣା ପାଇଁ ଗାଁ ଗାଁ ବୁଲି ସର୍ବ ମଙ୍ଗଳା ଠାକୁରାଣୀ ଦେଖାଉଥିବା ସୁରେନ୍ଦ୍ର ରାଉତ, ତାଙ୍କ ପୁଅ ବୋହୁ,ଝିଅ ଜ୍ବାଇଁ,ନାତି ନାତୁଣୀ ଲକ୍ ଡାଉନ ପରେ ପାଦ ଥାପି ହୋଇ ଯାଇଛି । ୯ଜଣ ଶିଶୁ ମଧ୍ୟ ରହିଛନ୍ତି । ଖାଇବା ପାଇଁ ନ ପାଇ ବିକଳ କ୍ରନ୍ଦନ…

ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍-୧୯ ବିରୁଦ୍ଧରେ ସଂଗ୍ରାମକୁ ଜୋରଦାର : ଶ୍ରୀ ଵାଗଚୀ

ଗୋଖାଦ୍ୟ, କୁକୁଡ଼ା ଖାଦ୍ୟ ଓ ମତ୍ସ୍ୟ ଖାଦ୍ୟ ସମେତ ଅନ୍ୟାନ୍ୟ ପଶୁଖାଦ୍ୟକୁ ଅତ୍ୟାବଶ୍ୟକ ସାମଗ୍ରୀରେ ସାମିଲ  ଉଲ୍ଲଙ୍ଘନ ମାମଲା  : ୩୦୮ଟି ମାମଲା ଲକ୍ ଡାଉନ୍,୧୫ଟି ହୋମ୍ କ୍ୱାରାଣ୍ଟାଇନ୍   ଆଜି ପର୍ଯ୍ୟନ୍ତ ହୋଇଛି  ମୋଟ ୭୦୮୦ ଜଣ ଅନ୍ଲାଇନ୍ ଏବଂ ୧୦୪ ମାଧ୍ୟମରେ ପଞ୍ଜୀକରଣ    ବିଦେଶରୁ…

ଲକ ଡାଉନରେ ଛଟପଟ: ଭୋକିଲା ମାଙ୍କଡ଼ ମାନଙ୍କୁ ଖାଦ୍ୟ ଯୋଗାଉଛନ୍ତି ମନ୍ଦିର ପ୍ରଶାସନ ଓ ବଦାନ୍ୟ ବ୍ୟକ୍ତି

http://www.youtube.com/watch?v=zXAThVBw1u4 ବରଗଡ (ଶାସକ ପ୍ରଶାସକ):- କୋରୋନା ପାଇଁ ବର୍ତ୍ତମାନ ସାରା ଦେଶରେ ଲକ ଡାଉନ । ଲକ ଡାଉନ ର ବହୁ ପୂର୍ବରୁ  ଜିଲ୍ଲା ପ୍ରଶାସନ ଓ ନୃସିଂହନାଥ ମନ୍ଦିର ପ୍ରଶାସନ ତରଫରୁ ମନ୍ଦିର ଓ ମନ୍ଦିର ଆଖ ପାଖରେ ଥିବା ସମସ୍ତ ଦୋକାନ ବଜାର କୁ ସମ୍ପୂର୍ଣ୍ଣ…

୩୦ ସୁଦ୍ଧା କାର୍ଯ୍ୟକାରୀ ହେବ ଡାକ୍ତରଙ୍କ ପଦୋନ୍ନତି, ପିଏଆର ହେବ ଥରକ ପାଇଁ କୋହଳ 

 ଭୁବନେଶ୍ୱର (ଶାସକ ପ୍ରଶାସକ) କୋବିଦ-୧୯ ମହାମାରୀ ପରିପ୍ରେକ୍ଷୀରେ ଓଡିଶା ମେଡିକାଲ ଆଣ୍ଡ ହେଲ୍ଥ ଆସୋସିଏସନର ମେଡିକାଲ ଅଫିସରମାନେ ସମ୍ମୁଖଭାଗ ସୈନିକ ଭାବେ ଏ ଲଢେଇ ଲଢ଼ୁଛନ୍ତି | ଯଦିଓ ଡିଏସିପି ସ୍କିମ ଅନ୍ତର୍ଗତ ମେଡିକାଲ ଅଫିସର ମାନଙ୍କର ପଦୋନ୍ନତି ବର୍ଷେ ତଳେ ହୋଇଥିଲେ ବି ତାହା…

କେରଳରେ ଫସିଛନ୍ତି ପୋଲସରା ଅଂଚଳର ୨୦ରୁ ଉର୍ଦ୍ଧ୍ବ ଓଡ଼ିଆ ଶ୍ରମିକ

http://www.youtube.com/watch?v=-LwzRNxnDGY ବୁଗୁଡା( ଡ଼ଃ କୁମୁଦ ଚନ୍ଦ୍ର ବେହେରା) : ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡା ଓ ପୋଲସରା ବ୍ଲକ ଏବଂ ଏନଏସିର ୨୦ରୁ ଉର୍ଦ୍ଧ୍ବ ଓଡ଼ିଆ ଶ୍ରମିକ କେରଳରେ ଫସି ରହିଥିବା ବେଳେ ସେମାନଙ୍କୁ ନିଜ ରାଜ୍ୟକୁ ଫେରାଇ ନେବାକୁ ନିବେଦନ…

କରୋନା ମହାମାରୀ ପାଇଁ ଅଣ୍ଟା ଭିଡିଲେ ଯୁବ ଗୋଷ୍ଠୀ 

http://www.youtube.com/watch?v=c8CSC6YS3Vg ସମ୍ବଲପୁର, ଝାରସୁଗୁଡା ବ୍ୟୁରୋ ଚିଫ୍ / ରମାକାନ୍ତ ବିଶ୍ବାଳ:  କୋରୋନା ମହାମାରୀ ପାଇଁ ଅଣ୍ଟା ଭିଡ଼ିଲେ ଯୁବଗୋଷ୍ଠୀ । 24ଘଣ୍ଟା ଗାଁକୁ ଦେଉଛନ୍ତି ସୁରକ୍ଷା କରୁଛନ୍ତି ଆଉ ଲୋକଙ୍କୁ କରୁଛନ୍ତି ସଚେତନ । ପୋଲିସ ପରି ଜାଗ୍ରତ ପହରୀ…

ପଞ୍ଚାୟତ ସ୍ତରରେ ଉପଲବ୍ଧ ହେଉନାହିଁ ଆବଶ୍ୟକ ଭିତ୍ତିଭୂମି, ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବୀକଲେ ସମାଜସେବୀ 

ସୁନ୍ଦରଗଡ(ହୋରାଚାନ୍ଦ ଦେଉରିଆ)  - କରୋନାର ଉପଯୁକ୍ତ ମୁକାବିଲା ନିମନ୍ତେ ରାଜ୍ୟ ସରକାର ଦୃଷ୍ଟାନ୍ତମୂଳକ ପଦକ୍ଷେପ ମାନ ଗ୍ରହଣ କରୁଥିବା ବେଳେ ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ଏକାନ୍ତବାସ କେନ୍ଦ୍ର ନିମିତ୍ତ ଆବଶ୍ୟକ ଭିତ୍ତିଭୂମି ଉପଲବ୍ଧ କରିବା ପାଇଁ 5 ଲକ୍ଷ ଟଙ୍କା ଯାଏ ଖର୍ଚ୍ଚ କରିବାକୁ…

୧୦ଲକ୍ଷ ଗ୍ରାମୀଣ ଗରିବଙ୍କୁ ରନ୍ଧା ଖାଦ୍ୟ, ୬୫୦୦୦ ଉଠା ଦୋକାନୀଙ୍କୁ ୩୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା

http://www.youtube.com/watch?v=e0wBCNJf3Ms ଭୁବନେଶ୍ୱର(ଶାସକ ପ୍ରଶାସକ) କରୋନାର ମୁକାବିଲା ପାଇଁ ହୋଇଥିବା ଦେଶବ୍ୟାପୀ ଲକ ଡାଉନ ସମୟରେ ଲୋକମାନେ ସମ୍ମୁଖୀନ ହେଉଥିବା ଅକଥନୀୟ ଦୁର୍ଦ୍ଦଶାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଛନ୍ତି ଗୁରୁତ୍ୱପୂର୍ଣ ନିଷ୍ପତ୍ତି | …

ସଚେତନ ହେଲେ ଗ୍ରାମବାସୀ , ଗାଁର ପ୍ରବେଶପଥ କରିଦେଲେ ବନ୍ଦ 

http://www.youtube.com/watch?v=SyNMduCz5f0  ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :କରୋନା ଭୂତାଣୁ(କୋଭିଡ୍‌-୧୯)ଏବେ ସାରାବିଶ୍ୱରେ ଆତଙ୍କ ଖେଳାଇ ଦେଇଛି । ଏହି ଭୂତାଣୁ ସଂକ୍ରମଣ ଗୋଟିଏ ଦେଶରୁ ଅନ୍ୟଦେଶକୁ ବ୍ୟାପୁଥିବାବେଳେ ମୃତକ ଓ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ…

ଜନଶୁନ୍ୟ ରାୟଗଡ ବ୍ଳକ : ଖାଁ ଖାଁ ରାସ୍ତାଘାଟ, ପ୍ରଶାସନ-ପୋଲିସ ପୁରା ଆଲର୍ଟ 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ :  ଦେଶରେ କରୋନା ଭୁତାଣୁ  ସଂକ୍ରମିତ ହେବାର କାୟା ବିସ୍ତାର କରି ଚାଲିଥିବା ବେଳେ ଏହାର କଡା ମୁକାବିଲା କରିବା ପାଇଁ ସରକାରଙ୍କ ପକ୍ଷରୁ ଆସନ୍ତା ଏପ୍ରିଲ ୧୪ ପର୍ଯ୍ୟନ୍ତ ଲକ୍ ଡାଉନ୍ ତଥା ତାଲାବନ୍ଦ ଘୋଷଣା କରିଛନ୍ତି । ଏହି ଲକ୍ ଡାଉନ୍ ତଥା…