ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ଆଜି ସମ୍ବଲପୁର ରେ ପୁଣି ୨ ଜଣ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି l ଆଜି କରୋନା ପଜିଟିଭ ଚି଼ହ୍ନଟ ୨ ଜଣକ ରେଢ଼ାଖୋଲ ବ୍ଲକ ର ବୋଲି ଜଣାପଡିଛି l ଜଣେ ତାମିଲନାଡୁ (ପୁରୁଷ) ଏବଂ ଅନ୍ୟ ଜଣକ ଉତ୍ତରପ୍ରଦେଶ ( ମହିଳା) ଫେରନ୍ତା ଏବଂ ବୟସ ଯଥାକ୍ରମେ ୨୨ ଓ ୨୩ l ଉଭୟେ ରେଢ଼ାଖୋଲ ସଙ୍ଗରୋଧ କେନ୍ଦ୍ରରେ ଥିଲେ ବୋଲି ଜଣାପଡିଛି l କରୋନା ଆକ୍ରାନ୍ତ ଚି଼ହ୍ନଟ ପରେ ଉଭୟ ଙ୍କୁ କୋଭିଡ ଡାକ୍ତରଖାନା କୁ ଆଜି ପଠାଇ ଦିଆଯାଇଛି l ତେଵେ ଏହାଙ୍କ ସସ୍ପର୍ଶରେ ଆସିଥିବା ଲୋକଙ୍କୁ ଚି଼ହ୍ନଟ କରାଯାଉଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l ସମ୍ବଲପୁର ଜ଼ିଲ୍ଲା ରେ ଆଜି ପୁଣି ୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜ଼ିଲ୍ଲା ରେ ଆକ୍ରାନ୍ତ ଙ୍କ ସଂଖ୍ୟା ଏବେ ୪୯ ରେ ପହଞ୍ଚିଛି l
Sign in
Sign in
Recover your password.
A password will be e-mailed to you.
Next Post