କରୋନାର ଭୟାବହତା ଆଖି ଆଗରେ ରଖି ରେଙ୍ଗାଲି ସହରରେ ସାନିଟାଇଜେସନ
http://www.youtube.com/watch?v=u_Nu3qLtVYg
ସମ୍ବଲପୁର-ଝାରସୁଗୁଡା ବ୍ୟୁରୋ ଚିଫ୍ ରମାକାନ୍ତ ବିଶ୍ବାଳ: -କରୋନାର ଭୟାବହତାକୁ ଆଖି ଆଗରେ ରଖି ଆଜି ସ୍ଥାନୀୟ ତହସିଲଦାର ସୁନୀଲ କୁମାର ମେହେରଙ୍କ ତତ୍ବାବଧାନରେ ରେଙ୍ଗାଲି ନୂଆଁ ଆରଆଇ ଅଫିସ ଠାରୁ 10 ନମ୍ବର ରାଜ ପଥ ଉଭୟ ପାର୍ଶ୍ବ ରେ…