ଅଗଷ୍ଟ ୩୧ ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ : ୧୦ ଜିଲ୍ଲାରେ ସପ୍ତାହାନ୍ତ ଲକଡାଉନ ଚାଲିବ- ରାତି କର୍ଫ୍ୟୁ ବଦଳିଲା ,…
ଅଗଷ୍ଟ ୩୧ ଯାଏଁ ଖୋଲିବ ନାହିଁ ସ୍କୁଲ, କଲେଜ, କୋଚିଂ ସେଣ୍ଟର। ଧାର୍ମିକ ଅନୁଷ୍ଠାନ ବି ଜୁଲାଇ ୩୧ ଯାଏଁ ବନ୍ଦ। | ଜୋନ "ଏ"ରେ ଥିବା ୧୦ ଜିଲ୍ଲା( ଯେଉଁଠି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ)ରେ ସପ୍ତାହାନ୍ତ ଲକଡାଉନ ଜାରି ରହିବ | ରାତି କର୍ଫ୍ୟୁ ସମୟ ବଦଳିଲା | ପୂର୍ବରୁ ସନ୍ଧ୍ୟା…