କରୋନା ଶୂନଶାନ ଭିତରେ ଓଡ଼ଗାଁ ଶ୍ରୀରଘୁନାଥ ଜିଉଙ୍କ ଜନ୍ମ ବିଧାନ ନୀତି ସମ୍ପନ୍ନ
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ସ୍ୱର୍ଣ୍ଣକଳସ କ୍ଷେତ୍ର ଭାବେ ସୁପରିଚିତ ଶ୍ରୀରଘୁନାଥ ଜିଉ ମନ୍ଦିର ପ୍ରଶାସନ, ପୂଜକ ପରିଷଦ ଓ ପାଳିଆ ପଣ୍ଡାଙ୍କ ମିଳିତ ସହଯୋଗରେ ପ୍ରଭୁ ଶ୍ରୀରାମଙ୍କର ଜନ୍ମ ବିଧାନ ନିତୀ ସମ୍ପର୍ଣ୍ଣ ହୋଇଯାଇଛି । ଓଡ଼ଗାଁ ଶ୍ରୀ ଜିଉଙ୍କ ମନ୍ଦିର ପ୍ରାଙ୍ଗଣ ଜହ୍ନ ନଥାଇ ଆକାଶ,…