ଝାରସୁଗୁଡ଼ା ଜିଲ୍ଲାରେ ଶ୍ରମିକ କ୍ୟାମ୍ପରେ ଚଢ଼ାଉ।

0

ଝାରସୁଗୁଡ଼ା (ସୁଭାଷ ସହାରେ): ଆଜି ଝାରସୁଗୁଡ଼ା ସହର ଓ ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ଶ୍ରମିକ କ୍ୟାମ୍ପରେ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଅଞ୍ଚଳରୁ ଆସିଥିବା ଚଢ଼ାଉ କରା ଯାଇଥିଲା। ଦୁଇଟି କେସ ଯାହାକି ପ୍ରବାସୀ ଶ୍ରମିକ ମାନଙ୍କ ଦ୍ଵାରା ସରକାରୀ ନିୟମର ଉଲ୍ଲଘଂନ କରାଯିବା ବିଷୟରେ ମିଳିଥିଲା। ଏହି ଚଢାଉରେ ଶ୍ରମ ବିଭାଗ, ଝାରସୁଗୁଡ଼ା ପୌର ବିଭାଗ, ପୋଲିସ୍ ଓ ଏକ୍ଜ୍ୟୁକିଟିଭ୍ ମାଜିଷ୍ଟ୍ରେଟ ଭାଗ ନେଇଥିଲେ। ଆସନ୍ତା କାଲିଠାରୁ ଏହିପରି ଚଢାଉ ଜାରି ରହିବ ବୋଲି ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.