ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ମାସକର ଦରମା ପ୍ରଦାନ କଲେ ପଦ୍ମପୁର ଅତିରିକ୍ତ ତହସିଲଦାର ସରିତା ଗୁପ୍ତା ।

ପଦ୍ମପୁର- କରୋନା ଓ ମଣିଷ ଲଢେଇରେ ଆର୍ଥିକ ସହାୟତା ପାଇଁ ବିଭିନ୍ନ ରାଜନୈତିକ ବ୍ୟକ୍ତି ତଥା ବିଭିନ୍ନ ଅନୁଷ୍ଠାନ ଓ ପ୍ରଶାସନିକ ଅଧିକାରୀ ମାନେ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ  ସହାୟତା ରାଶି ପ୍ରଦାନ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ନିଜର ତିନି ମାସର ଦରମା ପ୍ରଦାନ କରିଛନ୍ତି ।…

ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାରେ ସାମ୍ବାଦିକଙ୍କୁ ସୁରକ୍ଷାକର୍ମୀଙ୍କ ଦୁର୍ବ୍ୟବହାର

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାର ଏକ ଫଟୋ ଉତ୍ତୋଳନ କରୁଥିବା ସମୟରେ କାର୍ଯ୍ୟରତ ସାମ୍ବାଦିକ କନ୍ଦର୍ପ ବେହେରାଙ୍କୁ ସିକ୍ୟୁରିଟି ଗାର୍ଡ ବା ସୁରକ୍ଷାକର୍ମୀ ଦୁବ୍ୟବହାର କରିଥିବା ଜଣାପଡିଛି ।ଆଜି ସକାଳେ ସାମ୍ବାଦିକ ଜଣକ ରେଢାଖୋଲ…

ସୋଆ ଦ୍ଵାରା ଆରମ୍ଭ ହେଲା ଦେଶର ଦ୍ଵିତୀୟ ବୃହତ୍ତମ କୋଭିଡ ହସ୍ପିଟାଲ  

http://www.youtube.com/watch?v=xQq2QVMgGcQ ମୁଖ୍ୟମନ୍ତ୍ରୀ , କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀ, କୋଇଲାମନ୍ତ୍ରୀଙ୍କ ଉପସ୍ଥିତିରେ ଭିଡିଓ କନଫରେନସିଂରେ ହେଲା ଲୋକାର୍ପିତ   ଏହି ହସ୍ପିଟାଲରେ ରହିଛି 25 ଟି ଆଇସିୟୁ ଶଯ୍ୟା ସମେତ 525 ଶଯ୍ୟା ଡାକ୍ତର ଓ ସ୍ଵାସ୍ଥ୍ୟ ସେବା…

ଦୀପ, ମହମବତୀ, ଟର୍ଚ୍ଚ ଲାଇଟ୍ ଓ ମୋବାଇଲ ଫ୍ଲାସ ଲାଇଟ୍ ରେ  ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ସମର୍ଥନ ଜଣାଇଲେ…

http://www.youtube.com/watch?v=bUcuC92UFg0 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କରୋନା ଭୁତାଣୁ ସଂକ୍ରମଣର ଦେଖା ଦେଇଥିବା  ସଂକଟମୟ ପରିସ୍ଥିତିର ମୁକାବିଲା କରିବା ପାଇଁ ଏବଂ କରୋନା ବିରୋଧୀ ଲଢ଼େଇକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି …

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମର୍ଥନ ଜଣାଇଲେ ଜିଲ୍ଲାବାସୀ

ନୂଆପଡା.(ଅମିତ ପୁରୋହିତ); କରୋନା ଭାଇରସରେ ସାରା ବିଶ୍ୱ ଆତଙ୍କିତ ହୋଇପଡିଥିଲା ବେଳେ ପୋଲିସ ସ୍ୱାସ୍ଥ୍ୟ ବିଭାଗିୟ କର୍ମଚାରୀ ତଥା କରୋନା ବିପକ୍ଷରେ ଲଢୁଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କ ନିଷ୍ଠାପର  କର୍ତ୍ତବ୍ୟକୁ ସମ୍ମାନ ଜଣାଇବା ନିମନ୍ତେ ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ରାତି…

୭ ଜୁଆଡି ଗିରଫ ୧୪୬୨୦ ଟଙ୍କା ସହ ୨ ବାଇକ ଜବତ

ନୂଆପଡା.(ଅମିତ ପୁରୋହିତ); ନୂଆପଡା ପୋଲିସ ପାଟ୍ରୋଲିଂ ସମୟରେ ଚଢଉ କରି ୭ ଜଣ ଜୁଆଡି ସମେତ ୧୪୬୨୦ ଟଙ୍କା, ୨ ଟି ବାଇକ, ୨ ଟି ମୋବାଇଲ, ସହ ୧୪୮ଟି ଦେଶି ମଦ ପାଉଚ ଜବତ କରିଛି । ସୂଚନା ଅନୁସାରେ ସଦର ଥାନା ଆଇଆଇସି ଆଦିତ୍ୟ ମହାକୁଡ ଙ୍କ ନେତୃତ୍ୱରେ ଏକ ପେଟ୍ରୋଲିଂ ଟିମ ସ୍ଥାନୀୟ ଏଲ ଆଇ ସି…

ଚାଇଲ୍ଡ ଲାଇନ ପକ୍ଷରୁ ବସ୍ତିବାସୀନ୍ଦାମାନଙ୍କୁ ମାଗଣାରେ ମାସ୍କ ବଣ୍ଟନ

ବାରିପଦା(ଦିଲ୍ଲୀପ ମହାନ୍ତି)- ଚାଇଲ୍ଡ ଲାଇନ ପକ୍ଷରୁ ବାରିପଦା ପୌରପରିଷଦ ଅନ୍ତର୍ଗତ ୱାଡର଼୍ ନମ୍ବର ୨୪ ବସ୍ତି ଅଞ୍ଚଳରେ ୫୦ଟି ପରିବାରକୁ ମୋଟ ୩ଶହଟି ମାଗଣା ବିଶୋଧିତ ମାସ୍କ ଓ ସାବୁନ ବଣ୍ଟନ କରାଯାଇଛି ସଙ୍ଗଠନର ନିଦେ୍ର୍ଧଶକ ବିଜୟ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମାସ୍କ…

ପ୍ରବେଶ ପଥ ଜଗିଛନ୍ତି ଗ୍ରାମର ଯୁବକ ମାନେ 

(ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ )- କରୋନା ସଂକ୍ରମଣରୁ ଗାଁକୁ ସୁରକ୍ଷା ଦେବାକୁ ରେଢାଖୋଲ ବ୍ଲକ ମଧୁପୁର ଗ୍ରାମର ଯୁବକ ମାନେ ପ୍ରବେଶ ପଥରେ ଜଗିବସିବା ସହ ସ୍ବଚ୍ଛତା ଓ ସାମାଜିକ ଦୂରତା ରକ୍ଷା ପାଇଁ ଲୋକଙ୍କୁ ସଚେତନ କରୁଛନ୍ତି। ଏପରି କି ଅତି ଜରୁରୀ କାମରେ…

ଭୁବନେଶ୍ୱରର କରୋନା ବଢ଼ାଇଲେ ସୂର୍ଯ୍ୟନଗର ଓ ବମିଖାଲର ପ୍ରଥମ ରୋଗୀ

 ଭୁବନେଶ୍ୱର(ଶାସକ ପ୍ରଶାସକ): ଭୁବନେଶ୍ୱରରେ ଏ ଯାବତ ୩୦ ଜଣ କରୋନା ରୋଗୀ ରହିଥିବା ବେଳେ ଏମାନେ ପ୍ରାୟତ ସମସ୍ତେ ସୂର୍ଯ୍ୟନଗର ଓ ବମିଖାଲର ପ୍ରଥମ ରୋଗୀଙ୍କ ସହ ସମ୍ପର୍କିତ | ସବୁଠାରୁ ବଡ଼କଥା ହେଲେ ବମିଖାଲରେ ବାହାରିଥିବା ସବୁ କରୋନା ପଜିଟିଭ ଗୋଟିଏ ପରିବାରର | ଏହି ଦୁଇଟି ଅଂଚଳକୁ ସିଲ…